Masthead

ମାଲେସିଆକୁ ହରାଇ ଭାରତ ଚାମ୍ପିଆନ୍

ଚେନ୍ନାଇ(ବଡଖବର ବ୍ୟୁରୋ): ଏସିଆନ ଚାମ୍ପିଆନ୍ସ ଟ୍ରଫି ହକି । ମାଲେସିଆକୁ ହରାଇ ଜିତିଲା ଭାରତ । ଚତୁର୍ଥ ଥର ପାଇଁ ଚାମ୍ପିଅନ ହୋଇଛି ଭାରତ । ଫାଇନାଲରେ ମାଲେସିଆକୁ ୪-୩ ଗୋଲରେ ପରାସ୍ତ କରିଛି । କାଲିର ଦମଦାର ରହିଥିଲା । ହାଫ ଟାଇମ ଭିତରେ ୩-୧ ଗୋଲରେ ପଛୁଆ ରହିଥିଲା ଟିମ ଇଣ୍ଡିଆ । ସେକେଣ୍ଡ ହାଫରେ ଦମଦାର କମବ୍ୟାକ କରିଥିଲା ଭାରତ ।

ମ୍ୟାଚର ୪୫ ମିନିଟରେ ପେନାଲଟି ସୁଟ ଆଉଟରେ ଅଧିନାୟକ ହରମନପ୍ରୀତ ଭାରତର ଦ୍ଵିତୀୟ ଗୋଲ ସ୍କୋର କରିବା ସହ ଭାରତକୁ କମବ୍ୟାକ କରାଇଥିଲେ । ଏହା ପରେ ଗୁରଯନ୍ତ ସିଂ ଏକ ଗୋଲ ସ୍କୋର କରି ମ୍ୟାଚରେ ଭାରତକୁ ବରାବର କରାଇଥିଲେ । ମ୍ୟାଚର ୫୬ ମିନିଟରେ ଆକାଶଦୀପ ସିଂ ଗୋଲ ସ୍କୋର କରିବା ସହ ଭାରତକୁ ବିଜୟୀ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର