ବଜ୍ରକାପ୍ତା, କାତି ଜବତ: ୨ଗିରଫ

ସୁବର୍ଣ୍ଣପୁର, (ବଡ଼ ଖବର ବ୍ୟୁରୋ):ସୁବର୍ଣ୍ଣପୁରରେ ଦିନକୁ ଦିନ ବଢ଼ି ଚାଲିଛି ବଜ୍ରକାପ୍ତା ଚୋରା ଚାଲାଣ । ବନ ବିଭାଗର କିଛି ଅସାଧୁ କର୍ମଚାରୀଙ୍କ ଛତ୍ରଛାୟା ତଳେ ରହି ସକ୍ରିୟ ହୋଇ ପଡିଛିି ବଜ୍ରକାପ୍ତା ରାକେଟ । ଆଜି ଭୁବନେଶ୍ୱର କ୍ରାଇମବ୍ରାଞ୍ଚର ଏସଟିଏଫ ଏକ ବଜ୍ରକାପ୍ତା ରାକେଟକୁ ସୋନପୁରରୁ ଧରିଛି । ସୋନପୁର ମହାନଦୀ ବ୍ରିଜ ପୁରୁଣା ରାଜାଘର ଦିଲଭେଲପୁର ପକ୍କାପାଖରୁ ବଜ୍ରକାପ୍ତା ଚୋରାଚାଲାଣ ବେଳେ ଏସଟିଏଫ ମା଼ଡି ବସିଥିଲା ।

ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଓ ୫ କେଜି ୬୫ ଗ୍ରାମ ବଜ୍ରକାପ୍ତା କାତି ଜବତ ହୋଇଛି । ଦୁଇଜଣଙ୍କୁ ଗିରଫ କରିଛି ଏସଟିଏଫ । ଅଭିଯୁକ୍ତମାନେ ହେଲେ ଉଲୁଣ୍ଡା ବ୍ଲକ କପାସିରାର ସୋମନାଥ ଓ ଗରିଧାମାଲ ଗାଁର ମାରସରଲାନ ବେଙ୍ଗେରା । ଦୁଇ ଅଭିଯୁକ୍ତଙ୍କୁ ସୋନପୁର ଏସଡିଜେଏମ କୋର୍ଟରେ ହାଜର କରାଯାଇଛି । ଆଉ ଜୀବନ୍ତ ବଜ୍ରକାପ୍ତାଙ୍କୁ ସୋନପୁର ବନ ବିଭାଗକୁ ହସ୍ତାନ୍ତର କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ