Masthead

ସ୍ୱାଧୀନତା ଦିବସରେ ଚିହ୍ନଟ ହେଲେ ନକଲି ପାରାକମାଣ୍ଡୋ

ପୁରୀ(ବଡ଼ ଖବର ବ୍ୟୁରୋ): ସାରା ଦେଶରେ ୭୭ତମ ସ୍ୱାଧୀନତା ଦିବସ ପାଳିତ ହେଉଛି । ପୁରୀ ତାଳବଣିଆରେ ସ୍ୱାଧୀନତା ଦିବସ ସମାରୋହ ଅନୁଷ୍ଟିତ ହେଉଛି । ସମାରୋହ ଅନୁଷ୍ଠିତ ହେଉଥିବାବେଳେ ଜଣେ ଯୁବକ ନକଲି ପାରାକମାଣ୍ଡୋ ବେଶରେ ଆସି ଛିଡା ହୋଇଥିଲେ । କିନ୍ତୁ ସେଠାରେ ତାଙ୍କ ବେଶ ବୁଶା ଓ ଚାଳି ଚଳଣ ଦେଖି ସନ୍ଦେହ ସୃଷ୍ଟି ହେବାରୁ ପୋଲିସ ଅଧିକାରୀଙ୍କୁ ଜଣାଯାଇଥିଲା କ୍ଷ ସେଠାରେ ପୋଲିସ ଅଧିକାରୀ ସେଇ ନକଲି ପାରା କମାଣ୍ଡୋକୁ ପଚାର ଉଚ୍ଚାର କରାଯିବା ପରେ ସେ ନିଜେ ସ୍ୱୀକାର କରିଥିଲେ ନକଲି ବୋଲି କ୍ଷ ସେ ଦେଶ ମାତୃତ୍ୱକୁ ଭଲପାଇବା ସହ ପାରା କମାଣ୍ଡୋ ହେବାକୁ ଇଚ୍ଛା ରହିଥିବାରୁ ଏଭଳି ବେଶ ଭୁଷା ହୋଇ ଆସିଥିଲେ ସ୍ୱାଧୀନତା ଦିବସକୁ କ୍ଷ ତାଙ୍କ ନାମ ସୁନୀଲ କୁମାର ବୋଲି ଜଣାପଡିଛି କ୍ଷ ଉପସ୍ଥିତ ଥିବା ଅତିରିକ୍ତ ପୋଲିସ ଅଧିକାରୀ, ସିଟିଡିଏସପି, ଉପଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ରହି ସେଇ ନକଲି ପାରାକମାଣ୍ଡୋକୁ ଅଧିକ ପଚରା ଉଚରା କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା