Masthead

ବିଧାୟକମାନେ ଲୋକଙ୍କ ସହିତ ସିଧାସଳଖ ସମ୍ପର୍କରେ ରହିବେ: ଅମର ଶତପଥୀ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): କେବଳ ଏବେ ନୁହେଁ ଆଗରୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଥିଲା। ସମସ୍ତ ସାଂସଦ ଓ ବିଧାୟକ ମାନେ ଲୋକଙ୍କ ସହିତ ସିଧାସଳଖ ସମ୍ପର୍କରେ ରହିବେ । ସ୍ୱାଭାବିକ ଭାବେ ନିର୍ବାଚନ ବେଳେ ଅଧିକ ଯୋଗାଯୋଗରେ ରହିବାକୁ ପଡେ । ନିର୍ବାଚନ ଯେଉଁ ସମୟରେ ହେଉ ବିଜୁ ଜନତା ଦଳର କାର୍ଯ୍ୟକ୍ରମ ରହିଛି, ତାହାକୁ ନେଇ ଆମେ ଲୋକଙ୍କ ନିକଟତର ହୋଇ ରହିଛୁ । ଲୋକମତ ସ୍ପଷ୍ଟ ଅଛି, ନିର୍ବାଚନ ଫଳାଫଳ କଣ ହେବାକୁ ଯାଉଛି ।

ଏହି ପ୍ରକ୍ରିୟା ଏବେ ନୁହେଁ, କ୍ରମାଗତ ଭାବେ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ହେଉଛି । ନବୀନ ପଟ୍ଟନାୟକଙ୍କ ଶାସନର ସୁଫଳ ଲୋକଙ୍କୁ ମିଳୁଛି । ମଧୁବାବୁ ପେନସନ ଯୋଜନାରେ ସିଧାସଳଖ ସୁଫଳତା ସାଢ଼େ ୪ଲକ୍ଷ ଲୋକ ପାଇବାକୁ ଯାଉଛନ୍ତି । ଏହି କାର୍ଯ୍ୟକ୍ରମକୁ ଲୋକଙ୍କ ପାଖରେ ପହଁଚାଇବା ମୁଖ୍ୟ କାର‌୍ୟ୍ୟ ହୋଇଛି ।

ଗରିବ ଓ ସାଧାରଣ ଲୋକ ଏଥିରେ ଉପକୃତ ହେବେ ତାହା ବିଜେଡିର ଫୋକ୍ସ । ବିଜେଡି ଫୋକ୍ସକୁ ନେଇ ଆମେ ଲୋକଙ୍କ ପାଖକୁ ଯାଉଛୁ । ରାଜ୍ୟ ବିଭିନ୍ନ ଯୋଜନା ଘୋଷଣା କରିଛି, କରୁଛି । ଆଜି ନୁହେଁ ଲଗାତାର ଭାବେ ହେଉଛି । କେନ୍ଦ୍ର କଥା ଆମେ ଜାଣିନାହୁଁ । ଜନସାଧାରଣଙ୍କ ଲାଗି ଯାହା ଉଦିଷ୍ଟ, ଆବଶ୍ୟକତା ଭିତ୍ତିରେ ସେହି ଯୋଜନା ହେଉଛି । ସବୁ ବର୍ଗଙ୍କୁ ସାମିଲ କରାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା