Masthead

ମହାଭାରତକୁ ନେଇ ଫିଲ୍ମ ବନାଇବାକୁ ଚାହୁଁଛନ୍ତି ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ମହାଭାରତକୁ ନେଇ ଫିଲ୍ମ ବନାଇବାକୁ ଚାହୁଁଛନ୍ତି ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ । ‘ଦ କାଶ୍ମିର ଫାଇଲ୍ସ’ର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ସର୍ବଦା ନିଜ ବୟାନ ପାଇଁ ସଭିଙ୍କ ମନ କିଣିଛନ୍ତି । ବର୍ତ୍ତମାନ ସେ ତାଙ୍କ ଆଗାମୀ ଫିଲ୍ମ ‘ଦ ଭ୍ୟାକ୍ସିନ ୱାର’କୁ ନେଇ ଖୁବ ଚର୍ଚ୍ଚାରେ ଅଛନ୍ତି । ଏହି ଫିଲ୍ମଟି ୨୮ ସେପ୍ଟେମ୍ବରରେ ବକ୍ସ ଅଫିସରେ ରିଲିଜ ହେବାକୁ ଯାଉଛି ।

ନିକଟରେ ନିର୍ଦ୍ଦେଶକ ଏକ ଇଣ୍ଟରଭିୟୁରେ କହିଛନ୍ତି ଯେ ସେ ମାହାଭାରତକୁ ନେଇ ଏକ ଚଳଚ୍ଚିତ୍ର କରିବା ପାଇଁ ଭାବୁଛନ୍ତି । ଇଣ୍ଟରଭିୟୁରେ ସେ ଏହା ମଧ୍ୟ କହିଛନ୍ତି ଯେ ସେ ନିଜ ସମ୍ପୁର୍ଣ୍ଣ ଜୀବନ ପଢିବା, ରିସର୍ଚ କରିବାରେ ଲଗାଇଦେଇଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ଯଦି ତାଙ୍କୁ ଏବେ ପୌରାଣିକ କଥା ଉପରେ ଫିଲ୍ମ ବନାଇବାକୁ ହେବ ତେବେ ସେ ନିଶ୍ଚିତ ଭାବେ ଏହାକୁ ଇତିହାସ ଭଳି ବନାଇବେ । ନିକଟରେ ରିଲିଜ ହୋଇଥିବା ‘ଦ କାଶ୍ମିର ଫାଇଲ୍ସ’ ଓଟିଟି ପ୍ଲାଟଫର୍ମରେ ରିଲିଜ ହୋଇଥିଲା ଯାହାକୁ ଫ୍ୟାନ୍ସମାନେ ଖୁବ ପ୍ରଶଂସା କରିଛନ୍ତି । ପରେ ତାଙ୍କ ଆଗାମୀ ଫିଲ୍ମ ‘ଦ ଭ୍ୟାକ୍ସିନ ୱାର’ର ରିଲିଜକୁ ନେଇ ସେ ପ୍ରସ୍ତୁତ ଥିବା କହିଛନ୍ତି । ଆଶା କରାଯାଉଛି ‘ଦ କାଶ୍ମିର ଫାଇଲ୍ସ’ ଭଳି ଏହା ମଧ୍ୟ ଫ୍ୟାନ୍ସମାନଙ୍କୁ ପସନ୍ଦ ଆସିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା