Masthead

ଟିକେଟ ପାଇଁ ଦଳ ବଦଳାଇବା ଭୁଲ କାମ : ଉମା ଭାରତୀ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ଦଳବଦଳ ନେତାଙ୍କ ବିରୋଧରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମା ଭାରତୀଙ୍କ ବଡ଼ ବୟାନ । ସେ କହିଛନ୍ତି ଦଳ ବଦଳ କରୁଥିବା ନେତାମାନେ ହେଉଛନ୍ତି ସୌଦାଗର । ଉମା ଭାରତୀ କହିଛନ୍ତି ଯେ ଯେଉଁମାନେ ଏ ଦଳରୁ ସେ ଦଳକୁ ଯାଉଛନ୍ତି ସେମାନେ ପ୍ରକୃତରେ ନେତା ନୁହଁନ୍ତି ବରଂ ବ୍ୟବସାୟୀ ଅଟନ୍ତି। ଜ୍ୟୋତିରାଦିତ୍ୟ ସିନ୍ଧ୍ୟାଙ୍କ ପାର୍ଟି ବଦଳାଇବା ପାଇଁ ଉମା ଭାରତୀ କମଲ ନାଥଙ୍କ ଉପରେ ବର୍ଷିଛନ୍ତି ।

ସେ କହିଛନ୍ତି ଯେପରି କଂଗ୍ରେସ ଜ୍ୟୋତିରାଦିତ୍ୟଙ୍କୁ ବିଦ୍ରୋହ କରିବାକୁ ବାଧ୍ୟ କରିଥିଲା, ସେହିଭଳି ତାଙ୍କ ଜେଜେମା ବିଜୟରାଜ ସିନ୍ଧିଆଙ୍କୁ ମଧ୍ୟ କଂଗ୍ରେସ ବିଦ୍ରୋହ କରିବାକୁ ବାଧ୍ୟ କରିଥିଲା। ଜ୍ୟୋତିରାଦିତ୍ୟଙ୍କ ବିଦ୍ରୋହକୁ ପୃଥକ ପ୍ରସଙ୍ଗ ଭାବରେ ବିବେଚନା କରୁଥିବା ଉମା ଭାରତ ଯୁକ୍ତି କରୁଛନ୍ତି ନିର୍ବାଚନ ସମୟରେ ଗୋଟିଏ ଦଳରୁ ଅନ୍ୟ ଦଳକୁ ଟିକେଟ ପାଇଁ ଯୋଗ ଦେଉଥିବା ନେତାମାନେ ଭୁଲ କାର୍ୟ୍ୟ କରୁଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ