Masthead

ନିଖୋଜ ଯୁବକଙ୍କର ମିଳୁନି ସନ୍ଧାନ

ବରଗଡ(ବଡ଼ ଖବର ବ୍ୟୁରୋ):   ରେଲୱେ ଷ୍ଟେସନରୁ ନିଜ ସମ୍ପର୍କୀୟଙ୍କୁ ନବାକୁ ଆସି ନିଖୋଜ ଅଛନ୍ତି ଯୁବକ । ନିଖୋଜ ଯୁବକଙ୍କ ନାମ ବିକିନା ଭାସ୍କର ରାଓ । ବୟସ ୩୦ ବର୍ଷ । ଆନ୍ଧ୍ର ରୁ ଆସୁଥିବା ନିଜ ସମ୍ପର୍କୀୟଙ୍କୁ ନେବାକୁ ବିକିନା ଅତାବିରା ଷ୍ଟେସନ ଆସିଥିଲେ । ସମ୍ପର୍କୀୟ ଙ୍କୁ ଏକ ଭଡା ଗାଡ଼ିରେ ନିଜ ଗାଁ ଭେଡେନ ଥାନା ଶାଳନା ବିଶିପାଲି ଯିବାକୁ ବସାଇଦେଇ ନିଜେ ମୋଟରସାଇକେଲ ଫେରୁଥିଲେ । ମାତ୍ର ସେ ଘରକୁ ଫେରି ନାହାଁନ୍ତି । ଅନେକ ସମୟଧରି ଖୋଜା ଖୋଜି ପରେ ମଧ୍ୟ ବିକିନାର କୌଣସି ସନ୍ଧାନ ମିଳିନଥିଲା । ଶେଷରେ ପରିବାର ଲୋକେ ଥାନାରେ ଏ ନେଇ ଅଭିଯୋଗ କରିଛନ୍ତି । ଅନେକ ସନ୍ଧାନ ସତ୍ତ୍ୱେ ମଧ୍ୟ ବିକିନାଙ୍କର କୌଣସି ଖବର ପୋଲିସ ହାତରେ ଲାଗିନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନେପାଳରେ ବିମାନ ଅଘଟଣ, ବଞ୍ଚିଗଲେ ୧୬ ଯାତ୍ରୀ 🔴 ଆଫଗାନିସ୍ତାନରେ ଏୟାରଷ୍ଟ୍ରାଇକ୍‌, ଚିନ୍ତା ପ୍ରକାଶ କଲା ରୁଷ ଦୂତାବାସ 🔴 ବନ୍ୟା ଯୋଗୁଁ ୭ ଯାଇଛି ଜୀବନ: ସୁରେଶ ପୂଜାରୀ 🔴 ବାୟାପଡ଼ା ଓ ମାନବକୋଣ୍ଡା ଘାଟିରେ ଭୂସ୍ଖଳନ 🔴 MMDR ତାତି: ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ, ୪ଟା ଯାଏଁ ମୁଲତବି ଗୃହ 🔴 ଓଡ଼ିଶାକୁ ନୟାନ୍ତ କରିବ ବର୍ଷା 🔴 ପାଠ ପଢିବା ବଦଳରେ ପିଲା କରୁଛନ୍ତି କାମ 🔴 ଗାନ୍ଧି ମାର୍ଗରେ ଗର୍ଜିଲା ବିଜେଡି 🔴 ଭୟଙ୍କର ରୂପ ନେଇ ସ୍ଥଳଭାଗ ଆଡ଼େ ମାଡ଼ି ଆସୁଛି.. 🔴 ଗଭୀର ଅବପାତ ନେଇ IMDର ବଡ଼ ସୂଚନା, ୨୩ ରାତିରେ ଉପକୂଳ ଛୁଇଁବ   🔴 ନେପାଳରେ ବିମାନ ଅଘଟଣ, ବଞ୍ଚିଗଲେ ୧୬ ଯାତ୍ରୀ 🔴 ଆଫଗାନିସ୍ତାନରେ ଏୟାରଷ୍ଟ୍ରାଇକ୍‌, ଚିନ୍ତା ପ୍ରକାଶ କଲା ରୁଷ ଦୂତାବାସ 🔴 ବନ୍ୟା ଯୋଗୁଁ ୭ ଯାଇଛି ଜୀବନ: ସୁରେଶ ପୂଜାରୀ 🔴 ବାୟାପଡ଼ା ଓ ମାନବକୋଣ୍ଡା ଘାଟିରେ ଭୂସ୍ଖଳନ 🔴 MMDR ତାତି: ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ, ୪ଟା ଯାଏଁ ମୁଲତବି ଗୃହ 🔴 ଓଡ଼ିଶାକୁ ନୟାନ୍ତ କରିବ ବର୍ଷା 🔴 ପାଠ ପଢିବା ବଦଳରେ ପିଲା କରୁଛନ୍ତି କାମ 🔴 ଗାନ୍ଧି ମାର୍ଗରେ ଗର୍ଜିଲା ବିଜେଡି 🔴 ଭୟଙ୍କର ରୂପ ନେଇ ସ୍ଥଳଭାଗ ଆଡ଼େ ମାଡ଼ି ଆସୁଛି.. 🔴 ଗଭୀର ଅବପାତ ନେଇ IMDର ବଡ଼ ସୂଚନା, ୨୩ ରାତିରେ ଉପକୂଳ ଛୁଇଁବ