Masthead

ଗଦର-୨ରେ କମାଲ କରିଛନ୍ତି ଦୁଇ ଓଡ଼ିଆ ଯୁବକ

ଦାରିଙ୍ଗବାଡି(ବଡ଼ ଖବର ବ୍ୟୁରୋ): ଗଦର-୨ରେ କମାଲ କରିଛନ୍ତି ଦୁଇ ଓଡ଼ିଆ ଯୁବକ । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡିର ବରୁଣ ବିଶୋଇ ଏବଂ ଶିବଶମ୍ଭୁ ଦିଗାଲ ଗଦର-୨ରେ ଫଲି ଆଟିଷ୍ଟ ଭାବରେ ଦାୟିତ୍ୱ ତୁଲାଇଛନ୍ତି । ଓଡ଼ିଆ, ହିନ୍ଦୀ, କାନାଡ଼ା, ଆସାମ ଫିଲ୍ମରେ କମାଲ କରୁଛନ୍ତି ଏହି ଦୁଇ ଯୁବକ । ବରୁଣ ବିଶୋଇ ଦୀର୍ଘ ୨୦ ବର୍ଷ ମଧ୍ୟରେ ବିଭିନ୍ନ ଫିଲ୍ମରେ କମାଲ କରୁଥିବା ବେଳେ ଦାରିଙ୍ଗବାଡି ଠାରେ ପେପର୍ ବୟେ ଭାବେ ପରିଚିତ ଥିବା ଶିବଶମ୍ଭୁ ଦିଗାଲ ୨ ବର୍ଷ ମଧ୍ୟରେ ବିଭିନ୍ନ ଫିଲ୍ମରେ କମାଲ କରିଛନ୍ତି । ନାୟକଠାରୁ ଆରମ୍ଭ କରି ଅଭିନୟ କରୁଥିବା କଳାକାରଙ୍କ ଚାଲି ଚଳଣି, ଚଳଚିତ୍ରରେ ବ୍ୟବହାର କରାଯାଉଥିବା ଯନ୍ତ୍ର ବା ବସ୍ତୁର ଶବ୍ଦକୁ ଅବିକଳ ପ୍ରଦର୍ଶନ କରିଥାନ୍ତି ।

ଚାଲିବା, ଦୌଡିବା, କାଶିବା ଭଳି ସମସ୍ତ ପ୍ରକାର ଶବ୍ଦ ପ୍ରଦାନକୁ ଜୀବନ୍ତ ଫୁଟାଇଥାନ୍ତି । କବାଟ, ଝରକା ବନ୍ଦ କରିବା ଖୋଲିବା, କାଚ ଭାଙ୍ଗିବା ଭଳି ଯେଉଁ ସବୁ ଶବ୍ଦ ଶୁଭିଥାଏ, ସେସବୁକୁ ପରାଦା ପଛରେ ରହି, ଜୀବନ୍ତ କରିଥାନ୍ତି ଏହି  କଳାକାର । ଏହି ଦୁଇ ଓଡିଆ ଯୁବକ ବର୍ତ୍ତମାନ ଗାଦର – ୨ ରେ କମାଲ କରୁଛନ୍ତି। ପ୍ରତ୍ୟେକ ଫିଲ୍ମରେ ବରୁଣ ବିଶୋଇ ଫଲି ଆଟିଷ୍ଟ ଭାବରେ କାମ କମ କରୁଥିବାବେଳେ ତାଙ୍କର ସହଯୋଗ କରିଛନ୍ତି ଶିବଶମ୍ଭୁ ଦିଗାଲ । ଉଭୟ ଏବେ ଖୁବ୍ ଚର୍ଚ୍ଚାରେ ଅଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୯ଟି ଜିଲ୍ଲାରେ ପ୍ରବଳ ବର୍ଷା 🔴 ନବ ଦାସଙ୍କ ଘରେ ଆଇଟି ରେଡ୍ 🔴 ବଢ଼ୁଛି ଡାଇରିଆ ମୃତ୍ୟୁ ସଂଖ୍ୟା, ପୁଣି ଆଉ ଜଣଙ୍କ ମୃତ୍ୟୁ 🔴 ଦୁଇଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା 🔴 ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ 🔴 ପିସିଆର୍ ନଜରରୁ ଖସିଲା, ପବ୍ଲିକ୍ ହାତରେ ଫସିଲା 🔴 ଟାଙ୍ଗୀ ବ୍ଲକରେ ବ୍ୟାପୁଛି ଝାଡାବାନ୍ତି 🔴 ପୁଣି ବିମାନରେ ଯାନ୍ତ୍ରିକ ତ୍ରୁଟି 🔴 ୩ ଜିଲାରେ ଅତି ପ୍ରବଳ ବର୍ଷା 🔴 ବନ କର୍ମଚାରୀଙ୍କୁ ମାଡ଼ ଘଟଣା, ଜଣେ ମହିଳା ସମେତ ୮ ଗିରଫ 🔴 ୯ଟି ଜିଲ୍ଲାରେ ପ୍ରବଳ ବର୍ଷା 🔴 ନବ ଦାସଙ୍କ ଘରେ ଆଇଟି ରେଡ୍ 🔴 ବଢ଼ୁଛି ଡାଇରିଆ ମୃତ୍ୟୁ ସଂଖ୍ୟା, ପୁଣି ଆଉ ଜଣଙ୍କ ମୃତ୍ୟୁ 🔴 ଦୁଇଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା 🔴 ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ 🔴 ପିସିଆର୍ ନଜରରୁ ଖସିଲା, ପବ୍ଲିକ୍ ହାତରେ ଫସିଲା 🔴 ଟାଙ୍ଗୀ ବ୍ଲକରେ ବ୍ୟାପୁଛି ଝାଡାବାନ୍ତି 🔴 ପୁଣି ବିମାନରେ ଯାନ୍ତ୍ରିକ ତ୍ରୁଟି 🔴 ୩ ଜିଲାରେ ଅତି ପ୍ରବଳ ବର୍ଷା 🔴 ବନ କର୍ମଚାରୀଙ୍କୁ ମାଡ଼ ଘଟଣା, ଜଣେ ମହିଳା ସମେତ ୮ ଗିରଫ