Masthead

‘ହିନ୍ଦୀ-ଚୀନ ଭାଇ –ଭାଇ’ ସ୍ଲୋଗାନ ମନେପକାଇଲେ ସିନ୍ଧ୍ୟା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଭାରତ ସହ ଚାଇନା ସୀମା ବିବାଦ ପ୍ରସଙ୍ଗରେ ରାହୁଲ ଗାନ୍ଧୀ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ରାହୁଲ କହିଛନ୍ତି ଚାଇନା ଲଦାଖର ଲୋକଙ୍କ ଜମି ଛଡ଼ାଇ ନେଇଛି, ଏଠାରେ ଥିବା ଲୋକେ କହିଛନ୍ତି ଚାଇନା ସେନା ଆମ ଅଞ୍ଚଳରେ ପ୍ରବେଶ କରି ଆମ ଚାରଣ ଜମି ଛଡ଼ାଇ ନେଇଛନ୍ତି। କିନ୍ତୁ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଏପରିକି ଏକ ଇଞ୍ଚ ଜମି ମଧ୍ୟ ନିଆଯାଇ ନାହିଁ। ଯାହାକୁ ନେଇ ବିଜେପି ଏମପି ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ।

ସେ କହିଛନ୍ତି କହିଛନ୍ତି ‘ହିନ୍ଦୀ ଚୀନି ଭାଇ-ଭାଇ’ର ସ୍ଲୋଗାନ ଦେଇ ଚାଇନାକୁ ୪୫ ହଜାର ବର୍ଗ କିଲୋମିଟର ଜମି ଦେଇଥିବା କଂଗ୍ରେସ ପ୍ରଥମେ ନିଜକୁ ଦେଖିବା ଉଚିତ। ରାହୁଲ ଗାନ୍ଧୀଙ୍କ ଚାଇନା ବିବୃତ୍ତି ନେଇ ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ନାନା ପାଟୋଲେ କହିଛନ୍ତି ରାହୁଲ ଗାନ୍ଧୀ ନିଜେ ଲଦାଖ ଗସ୍ତରେ ଯାଇ କିଛି ସତ୍ୟ ଦେଖିଛନ୍ତି ଏବଂ କଂଗ୍ରେସ ଅନେକ ଥର କହିଛି ଚାଇନା ଅରୁଣାଚଳ ପ୍ରଦେଶ ଏବଂ ଲଦାଖ ଉପରେ ଅତିକ୍ରମଣ କରିଛି। ଏପରିସ୍ଥଳେ ଲୋକଙ୍କୁ ଭ୍ରମିତ କରିବା ପାଇଁ ପ୍ରଧାନମନ୍ତ୍ରୀ କହିଥିଲେ ଚାଇନାକୁ ଇଞ୍ଚେ ବି ଜମି ଦିଆଯିବ ନାହିଁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା