Masthead

ପ୍ରଜ୍ଞାନନ୍ଦ ଏବଂ କାର୍ଲସେନଙ୍କ ମଧ୍ୟରେ ପ୍ରଥମ ମ୍ୟାଚ ଡ୍ର, ଆଜି ଦ୍ୱିତୀୟ ଫାଇନାଲ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ବିଶ୍ୱକପ ଚେସ ଟୁର୍ଣ୍ଣାମେଣ୍ଟ ଫାଇନାଲ ମ୍ୟାଚରେ ଭାରତୀୟ ଚେସ ଗ୍ରାଣ୍ଡମାଷ୍ଟର ଆର.ପ୍ରଗନ୍ନାନନ୍ଧ ବିଶ୍ୱର ନମ୍ବରୱାନ ମ୍ୟାଗ୍ନୁସ କାର୍ଲସେନଙ୍କୁ ଭେଟିଛନ୍ତି । ମଙ୍ଗଳବାର ଉଭୟଙ୍କ ମଧ୍ୟରେ ଦୃଢ ମୁକାବିଲା ହୋଇଥିଲା । କିନ୍ତୁ ଉଭୟଙ୍କ ମଧ୍ୟରେ ମ୍ୟାଚଟି ଡ୍ର ହୋଇଥିଲା ।

ଆଜି ଏହାର ଫାଇନାଲ ମ୍ୟାଚ ଖେଳାଯିବ । କାର୍ଲସେନ ୫ଥର ଚେସ୍‌ରେ ୱାଲର୍ଡ ଚାମ୍ପିୟନ ହୋଇଥିଲେ । ସେ ୨୦୦୪ ମସିହାରେ ଗ୍ରାଣ୍ଡମାଷ୍ଟର ଉପାଧି ପାଇଥିଲେ କାର୍ଲସେନ । ଯେତେବେଳେ ପ୍ରଗନ୍ନାନନ୍ଧ ଜନ୍ମ ହୋଇନଥିଲେ । ସେଭଳି ପ୍ରଗନ୍ନାନନ୍ଧ ମଧ୍ୟ ଜଣେ ଦକ୍ଷ ଚେସ ଖେଳାଳୀ ।

ମାତ୍ର ୧୦ ବର୍ଷ ବୟସରେ ସେ ଆନ୍ତର୍ଜାତୀୟ ମାଷ୍ଟର ହୋଇଥିଲେ ଏବଂ ୧୨ ବର୍ଷ ବୟସରେ ଗ୍ରାଣ୍ଡମାଷ୍ଟର ଉପାଧି ପାଇଥିଲେ । ବୁଧବାର ହେବାକୁ ଥିବା ଫାଇନାଲ ମ୍ୟାଚରେ ସେ କାର୍ଲସେନଙ୍କୁ ପରାସ୍ତ କରିବେ ବୋଲି ଭାରତୀୟ ଚେସ୍ ପ୍ରଶଂସକମାନେ ଆଶା ରଖିଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ