Masthead

ଗ୍ରାହକଙ୍କ ପାଖରୁ ୧୫ଲକ୍ଷ ଟଙ୍କା ଲୁଟିନେଲା ଟାଟା ପାୱାର

ବାଲେଶ୍ୱର (ବଡ଼ ଖବର ବ୍ୟୁରୋ): ଗ୍ରାହକଙ୍କୁ ଠକିଲା ଟାଟା ପାୱାର । ନକଲି ବିଦ୍ୟୁତ୍ ବିଲ ଦେଇ ଗ୍ରାହକଙ୍କ ଠାରୁ ୧୫ ଲକ୍ଷ ଟଙ୍କା ଠକି ନେଇଥିଲେ ଟାଟା ପାୱାର ଅଧିକାରୀ । ଠକ ଅଧିକାରୀଙ୍କୁ ଗିରଫ କରିଛି ବାଲେଶ୍ବର ସଦର ପୋଲିସ । ବାଲେଶ୍ବର ଅଞ୍ଚଳର ଗ୍ରାହକଙ୍କୁ ଠକିଥିଲେ ବାଲେଶ୍ବର ଟାଟା ପାୱାର କମର୍ସିଆଲ ସେକ୍ସନ୍ ଇଞ୍ଜିନିୟର । ଟାଟା ପାୱାରର କମର୍ସିଆଲ ସେକ୍ସନ ଇଞ୍ଜିନିୟର ଅରୁଣ କୁମାର ଜେନା ।

ନକଲି ବିଦ୍ୟୁତ୍ ବିଲ୍ ଦେଇ ୧୫ ଲକ୍ଷ ଟଙ୍କା ଠକିଥିଲେ । ଏହି ଘଟଣାକୁ ନେଇ ଟାଟା ପାୱାରର ଅଧିକ୍ଷଣ ଜେ଼ଇଙ୍କ ଅଭିଯୋଗ ପରେ ଠକ ଅରୁଣ କୁମାର ଜେନାଙ୍କୁ ଗିରଫ କରାଯାଇଛି । ବିଦ୍ୟୁତ ଗ୍ରାହକଙ୍କୁ ନକଲି ବିଦ୍ୟୁତ୍ ବିଲ ଦେଇ ଗିରଫ ହୋଇଥିବା ଟାଟା ପାୱାରର କର୍ମଚାରୀ ଅରୁଣ କୁମାର ଜେନାଙ୍କ ଘର ଯାଜପୁର ଅଣିକଣା ଗ୍ରାମରେ । ଠକ ଅରୁଣ କୁମାର ଜେନା କେବଳ ଜଣଙ୍କ ଠାରୁ ଠକି ନାହାନ୍ତି । ଏକାଧିକ ବିଦ୍ୟୁତ୍ ଗ୍ରାହକଙ୍କୁ ନକଲି ବିଦ୍ୟୁତ ବିଲ୍ ଦେଇ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ସୂଚନା ରହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ