Masthead

ଅଦାନୀ କମ୍ପାନୀର ମନମାନୀ, ଅଣଦେଖା ହେଉଛନ୍ତି ଡ୍ରାଇଭର

ଚାନ୍ଦବାଲି(ବଡ଼ ଖବର ବ୍ୟୁରୋ): ଦିନକୁ ଦିନ ଧାମରା ଆଦାନୀ କମ୍ପାନୀର ମନମାନୀ ବଢ଼ିବାରେ ଲାଗିଛି ।ଧାମରା ଆଦାନୀ କମ୍ପାନୀ ଏସିଆରେ ଏକ ବୃହତ୍ତମ ବନ୍ଦର ହୋଇଥିବା ମଧ୍ୟ ଅଞ୍ଚଳ ବାସୀ ଏବଂ ନିଜ କମ୍ପାନୀକୁ ଆଇରନ ଟ୍ରକ ନେଇ ଆସୁଥିବା ସମସ୍ତ ଡ୍ରାଇଭର ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ପ୍ରତେକ ଦିନ ଧାମରା ଗେଟ ପାଖରୁ ୫କିଲୋମିଟର ପର‌୍ୟ୍ୟନ୍ତ ୫୦୦ରୁ ଅଧିକ ଆଇରନ ଗାଡ଼ିଦୀର୍ଘ ସମୟ ଧରି ଲମ୍ବା ଲାଇନରେ ଛିଡା ହୋଇଥିବା ଦେଖିବାକୁ ମିଳେ । ସେଥିରେ ଡ୍ରାଇଭର ଏବଂ ହେଲପର ଲଗାଇ ୧୦୦୦ରୁ ଅଧିକ କାର‌୍ୟ୍ୟରତ ଥିବା ଦେଖିବାକୁ ମିଳେ।ହେଲେ ଦୁଖର ବିଷୟ ଏତେ ବଡ଼ କମ୍ପାନୀ ହୋଇମଧ୍ୟ ସେମାନଙ୍କ ପାଇଁ ନା ଅଛି ଶୌଚାଳୟ ନା ଅଛି ରହିବା ପାଇଁ ବିଶ୍ରାମଗାର । ବହୁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ଡ୍ରାଇଭର ମାନେ ।

କୈଣସି ସୁବିଧା ନଥିବାରୁ ବାହାରକୁ ଶୌଚ ହେବାକୁ ଯିଵାକୁ ପଡୁଛି ହେଲେ ଲୋକାଲ ଲୋକଙ୍କ ଆକ୍ରୋସର ଶିକାର ହେବାକୁ ପଡୁଛି। ସେମାନଙ୍କର ଅଭିଯୋଗ କମ୍ପାନୀ ଆମ ମାନଙ୍କ ପାଇଁ ଶୌଚାଳୟ ଏବଂ ରହିବା ପାଇଁ ବିଶ୍ରାମାଗାର କରିବା ପାଇଁ ଦାବି କରିଛନ୍ତି।ଯଦି ଆଗାମି ଦିନରେ କମ୍ପାନୀ ଏକଥା କର୍ଣ୍ଣପାତ ନକରେ କମ୍ପାନୀ ଗେଟ ଆଗରେ ଅନଶନରେ ବସିବାପାଇ ଚେତାବନୀ ଦେଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା