Masthead

ଆଳିରେ ଉଦଘାଟନ ହେଲା ନୂତନ କୋର୍ଟ

କେନ୍ଦ୍ରାପଡା(ବଡ଼ ଖବର ବ୍ୟୁରୋ)): ବହୁ ପ୍ରତୀକ୍ଷା ର ଅନ୍ତ ଘଟିଲା । ଆଳି ଆଞ୍ଚଳର ଜନ ସାଧାରଣଙ୍କ ସୁବିଧା ପାଇଁ ଉଦଘାଟନ ହେଲା ନୂତନ କୋର୍ଟ ଗୃହ। ଆଳି ଅଂଚଳରେ ଆଗରୁ ଚାଲିଆସୁଥିବା କୋର୍ଟ ଗୃହରେ ନାନାଦି ସମସ୍ୟା ଉପୁଜୁଥିଲା । ତାହାର ନିରାକରଣ ପାଇଁ ଆଳି ବାର ଆସୋସିଏସନ ଓ ଅଂଚଳ ବାସୀ ଦାବି କରିଆସୁଥିଲେ ।

ଏହି ଦାବିକୁ ଦୃଷ୍ଟିରେ ରଖି ପାଞ୍ଚ କୋଟି ଟଙ୍କା ବେୟ ଅଟକଳରେ ଜଜ, ଓକିଲ,କୋର୍ଟ କର୍ମଚାରୀ ଓ ଅଭିଯୋଗ କାରୀଙ୍କ ପାଇଁ ଅତ୍ୟାଧୁନିକ ସୁବିଧା ସୁଯୋଗ ଥିବା ଏହି ଦିୱାନି ଓ ଫୌଜଦାରୀ ନୂତନ କୋର୍ଟ ଗୃହ ଉଦଘାଟନ କରାଯାଇଛି ।

ଏହି ଉଦଘାଟନୀ ଉସବରେ ମୁଖ୍ୟ ଅତିଥି ଭାବେ ଓଡିଶା ହାଇ କୋର୍ଟର ମୁଖ୍ୟ ବିଚାରପତି ସୁବାସିସ ତାଳପତ୍ର , ବିଲ୍ଡିଂ କମିଟିର ଚେୟାରମାନ ଜଷ୍ଟିସ ବି ଆର ଷଡଙ୍ଗୀ, କେନ୍ଦ୍ରାପଡା କୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏସ କେ ପାଣିଗ୍ରାହୀ , ଆଳିବାର ଆସୋସିଏସନର ସଭାପତି ଚିରଞ୍ଜୀବ ଦାସଙ୍କ ସମେତ କେନ୍ଦ୍ରାପଡା ଏସପି ଅତିରିକ୍ତ ଜିଲ୍ଲାପାଳ ଓ ପଟ୍ଟାମୁଣ୍ଡାଇ ରାଜନଗର ଆଳିର ତଳ କୋର୍ଟର ବିଚାରପତି ମନେ ଦେଖିବାକୁ ମିଳିଥିଲା  ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା