ମୋର କି ମୋ ପରିବାରର କ୍ଷତି ହେଲେ ନବୀନବାବୁ ଦାୟୀ : ଜୟନାରାୟଣ ମିଶ୍ର

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଶାସକ ଦଳକୁ ଯେତେବେଳେ ସଙ୍କଟ ଆସୁଛି ସେତେବେଳେ ସେ ଗୃହକୁ ମୁଲତବୀ କରୁଛନ୍ତି। ସର୍ବଦଳୀୟ ବୈଠକ ଡାକୁନାହାଁନ୍ତି। ବିଧାନ ସଭା କିପରି ନ ଚାଲିବ ସେଥିପାଇଁ ଶାସକ ଦଳ ଚକ୍ରାନ୍ତ କରୁଛି। ଶାସକ ଦଳ ଙ୍କଦ୍ଭକ୍ଟ୍ରବକ୍ସକ୍ଷସବଜ୍ଞରଦ୍ଭଗ୍ଧବକ୍ସଚ୍ଚ ଶବ୍ଦ ବ୍ୟବହାର କଲେ ତାକୁ ବାଦ ଦିଆଯାଉନାହିଁ। ଶାସକ ଦଳର କଣ୍ଢେଇ ସାଜିଛନ୍ତି ବାଚସ୍ପତି। ଆମକୁ କହିବାକୁ ସୁଯୋଗ ଦିଆଯାଉ ନାହିଁ। ଆଜି ଆମ ଘର ଆଗରେ ସମ୍ବଲପୁରରେ ବିକ୍ଷୋଭ କରାଯାଉଛି।

ଆଜି ମୁଁ ଅସୁରକ୍ଷିତ ଗୃହ ଓ ଗୃହ ବାହାରେ। ମୋର କି ପରିବାର ର କ୍ଷତି ହେଲେ ନବୀନ ବାବୁ ଦାୟୀ ରହିବେ। ମୁଖ୍ୟମନ୍ତ୍ରୀଙ୍କ କର୍ମଚାରୀ ସରୋଜ ସାହୁ ଙ୍କୁ ମଭସ ଡାକିଲା ବୋଲି ୩ଦିନ ଗୃହକୁ ବନ୍ଦ କରିଦେଲେ। ଆଉ ଏମାନେ ଗଣତନ୍ତ୍ର କଥା କହୁଛନ୍ତି। ଆମେ ନବୀନ ବାବୁଙ୍କ ଦୟାରେ ନିର୍ବାଚନ ଜିତିନାହୁଁ। ଆମେ ଓଡ଼ିଶା ବାସୀଙ୍କ ଦୟରେ ଆସିଛୁ। ଯିଏ ନିଜ ସହଯୋଗୀ ନବ ଦାସଙ୍କୁ ହତ୍ୟାକାଣ୍ଡ ପାଇଁ ଷଡ଼ଯନ୍ତ୍ର କରି ମାରି ଦେଇ ପାରେ ସେଭଳି ମୁଖ୍ୟମନ୍ତ୍ରୀଙ୍କୁଠୁ କଣ ଆଶା କରା ଯାଏ। ମୋ ଜୀବନ ପ୍ରତି ବିପଦ ଅଛି। ତେଣୁ ମୁଖ୍ୟମନ୍ତ୍ରୀ, ପାଣ୍ଡିଆନ ଓ ପ୍ରଣବ ପ୍ରକାଶ ଦାସଙ୍କ ଫୋନକଲକୁ ଟ୍ୟାପିଂ କରାଯାଉ। ସେମାନେ କାହାକୁ କଣ ନିର୍ଦ୍ଦେଶ ଦେଉଛନ୍ତି ଜଣା ପଡ଼ିବ। ଉତ୍ତର ପ୍ରଦେଶ ର କାହା ସହିତ କଥା ହେଉଛନ୍ତି?

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବଢ଼ିଲା ରେପୋ ରେଟ୍ 🔴 ଆସନ୍ତାକାଲି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ 🔴 ଝଡବର୍ଷା ସମ୍ଭାବନା, ଆଲର୍ଟ ଜାରି 🔴 ଅସ୍ୱାଭାବିକ ଭାବେ ବଢ଼ିଛି ପୁରୀର ଦିନ ତାପମାତ୍ରା 🔴 ଆଜି ଓଡ଼ିଶା ଆସୁଛନ୍ତି ରାଜନାଥ ସିଂ 🔴 ଓଡ଼ିଶା ଗସ୍ତରେ ଆସୁଛନ୍ତି  ୨ କେନ୍ଦ୍ରମନ୍ତ୍ରୀ 🔴 ଆଜି CEC ମାମଲାର ସୁପ୍ରିମକୋର୍ଟରେ ଶୁଣାଣି 🔴 ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର 🔴 ପାର୍ବଣ ପୂର୍ବରୁ ବ୍ରହ୍ମପୁର ନିମଖଣ୍ଡିରେ ଚାଞ୍ଚଲ୍ୟ 🔴 ତେଲ ଟ୍ୟାଙ୍କରରେ ଗୋରୁ ଚାଲାଣ, ମାଡ଼ି ବସିଲା ପୋଲିସ 🔴 ବଢ଼ିଲା ରେପୋ ରେଟ୍ 🔴 ଆସନ୍ତାକାଲି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ 🔴 ଝଡବର୍ଷା ସମ୍ଭାବନା, ଆଲର୍ଟ ଜାରି 🔴 ଅସ୍ୱାଭାବିକ ଭାବେ ବଢ଼ିଛି ପୁରୀର ଦିନ ତାପମାତ୍ରା 🔴 ଆଜି ଓଡ଼ିଶା ଆସୁଛନ୍ତି ରାଜନାଥ ସିଂ 🔴 ଓଡ଼ିଶା ଗସ୍ତରେ ଆସୁଛନ୍ତି  ୨ କେନ୍ଦ୍ରମନ୍ତ୍ରୀ 🔴 ଆଜି CEC ମାମଲାର ସୁପ୍ରିମକୋର୍ଟରେ ଶୁଣାଣି 🔴 ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର 🔴 ପାର୍ବଣ ପୂର୍ବରୁ ବ୍ରହ୍ମପୁର ନିମଖଣ୍ଡିରେ ଚାଞ୍ଚଲ୍ୟ 🔴 ତେଲ ଟ୍ୟାଙ୍କରରେ ଗୋରୁ ଚାଲାଣ, ମାଡ଼ି ବସିଲା ପୋଲିସ