ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବି ରଖିଲେ ବାଚସ୍ପତି ପ୍ରମିଳା ମଲ୍ଲିକ । ଗୃହକାର୍ଯ୍ୟ ଆରମ୍ଭ ହେବା ପରେ ଫୋଡିଅମ ତଳେ ପିଜେପି ପ୍ରତିବାଦ କରିଥିଲା ।
https://www.youtube.com/watch?v=EqQVDwPtIdU
ବାଚସ୍ପତିଙ୍କ ତୋଗଲିକ ନୀତି ଚଳିବ ନାହିଁ । ବିଧାୟକଙ୍କ ନିଲମ୍ବନ ପ୍ରତ୍ୟାହାର କରିବାକୁ ଦାବି କରିଛି ବିଜେପି ।