Masthead

ଗୃହ ମଧ୍ୟ ଭାଗକୁ ଆସି ଗୃହ ଚଲାଇ ନଦେବାକୁ ଜନ ବିରୋଧୀ କୁହାଯିବ:ରାଜେନ୍ଦ୍ର ଢୋଲକିଆ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):ବିରୋଧୀଙ୍କୁ ନବୀନ ଜନ ବିରୋଧୀ ଆକ୍ଷେପ ପରେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ସିଂ ଠାକୁର ରଖିଥିବା କଡ଼ା ଜବାବର ଉତ୍ତର ରଖିଲେ ଯୋଜନା ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ । କହିଛନ୍ତି, ଆଠ ଦିନ ହେଲା ବିଧାନସଭା ଚଳାଇ ଦେଉନାହାନ୍ତି ବିରୋଧୀ, ଏହା କଣ ଜନ ବିରୋଧୀ ନୁହେଁ କି? ଲୋକଙ୍କ ସମସ୍ୟାକୁ ଆଲୋଚନା କରିବା ଲାଗି ବ୍ୟବସ୍ତା ଅଛି କାହିଁକି ଆଲୋଚନା କରୁନାହାନ୍ତି, ଏହା କଣ ଜନ ବିରୋଧୀ ନୁହେଁ କି? ଗୃହ ମଧ୍ୟ ଭାଗକୁ ଆସି ଗୃହ ଚଳାଇ ନ ଦେବାକୁ ଜନ ବିରୋଧୀ କୁହାଯିବ। ଏଥିରୁ ସ୍ପଷ୍ଟ ସେମାନେ ଲୋକଙ୍କୁ ବିରୋଧ କରୁଛନ୍ତି।  ଯେଉଁମାନେ ବିକାଶକୁ ଅଟକାଉଛନ୍ତି ସେମାନେ ଜନ ବିରୋଧୀ କି ନୁହେଁ ତାହା ୨୦୨୪ ରେ ପ୍ରମାଣିତ ହେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବଢିଲା ଚାମେଲିଙ୍କ ପାଇଁ ଅଡୁଆ 🔴 ଶ୍ମଶାନରୁ ୩ ଶବ ଗାୟବ 🔴 ଶସ୍ତା ହେଲା ଇଲିଶି, ମତ୍ସ୍ୟଜୀବୀଙ୍କ ଜାଲରେ ଟନ୍ ଟନ୍ ମାଛ 🔴 ମାଟିରେ ମିଶିବ ୩୩୦ ଘର 🔴 କଲମ୍ବିଆ ଭୂମିକମ୍ପ, ମୃତ୍ୟୁସଂଖ୍ୟା ୧୩୨ 🔴 ଆସୁଛି ଆଉ ଏକ ଲଘୁଚାପ 🔴 ସ୍ୱାଧୀନତା ଦିବସରେ ଗାନ କରାଯିବ ‘ବନ୍ଦେ ମାତରମ୍‌’ 🔴 ରାଜ୍ୟର ଯୁବପିଢିଙ୍କ ପାଇଁ ଖୁସି ଖବର,୧୩୨୬ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ 🔴 ସୁଧାଂଶୁଙ୍କୁ ପଛରେ ପକାଇବେ ଏହି ଆଇପିଏସ୍ 🔴 ଝାଡ଼ଖଣ୍ଡରେ ଛାତ୍ର ରଣହୁଙ୍କାର, ବିଧାନସଭା ନିକଟରେ ହଙ୍ଗାମା 🔴 ବଢିଲା ଚାମେଲିଙ୍କ ପାଇଁ ଅଡୁଆ 🔴 ଶ୍ମଶାନରୁ ୩ ଶବ ଗାୟବ 🔴 ଶସ୍ତା ହେଲା ଇଲିଶି, ମତ୍ସ୍ୟଜୀବୀଙ୍କ ଜାଲରେ ଟନ୍ ଟନ୍ ମାଛ 🔴 ମାଟିରେ ମିଶିବ ୩୩୦ ଘର 🔴 କଲମ୍ବିଆ ଭୂମିକମ୍ପ, ମୃତ୍ୟୁସଂଖ୍ୟା ୧୩୨ 🔴 ଆସୁଛି ଆଉ ଏକ ଲଘୁଚାପ 🔴 ସ୍ୱାଧୀନତା ଦିବସରେ ଗାନ କରାଯିବ ‘ବନ୍ଦେ ମାତରମ୍‌’ 🔴 ରାଜ୍ୟର ଯୁବପିଢିଙ୍କ ପାଇଁ ଖୁସି ଖବର,୧୩୨୬ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ 🔴 ସୁଧାଂଶୁଙ୍କୁ ପଛରେ ପକାଇବେ ଏହି ଆଇପିଏସ୍ 🔴 ଝାଡ଼ଖଣ୍ଡରେ ଛାତ୍ର ରଣହୁଙ୍କାର, ବିଧାନସଭା ନିକଟରେ ହଙ୍ଗାମା