Masthead

ତୁରନ୍ତ କେନ୍ଦ୍ରମନ୍ତ୍ରୀଙ୍କୁ କୁହନ୍ତୁ ନହେଲେ ସମ୍ବଲପୁରବାସୀ ଏହାର ଜବାବ ଦେବେ : ରୋହିତ ପୂଜାରୀ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): NH55ର ଅବସ୍ଥା ସମସ୍ତେ ଜାଣିଛନ୍ତି । ୯ ବର୍ଷରୁ କାମ ଚାଲିଛି । ହେଲେ କେବେ ସରିବ ଜଣା ନାହିଁ । ୪୦୦ରୁ ଅଧିକ ଲୋକ ଏହି ମରଣଯନ୍ତାରେ ମଲେଣି । ମୋ ନିର୍ବାଚନ ମଣ୍ଡଳୀର ୭୦ କିଲୋମିଟର ରାସ୍ତା NH55ରେ ଅଛି ।

ଦୁର୍ଭାଗ୍ୟ କଥା, ବିରୋଧୀ ଦଳ ନେତା ସେହିଠାର । ତାଙ୍କ ଘର ସମ୍ବଲପୁର । ସବୁଠାରୁ ଅଧିକ ସେ ସେହି ରାସ୍ତା ବ୍ୟବହାର କରୁଛନ୍ତି । ହେଲେ ଏ ଯାଏ ତା ସମ୍ପର୍କରେ କିଛି କହୁ ନାହାନ୍ତି । ତୁରନ୍ତ ସେ କେନ୍ଦ୍ରମନ୍ତ୍ରୀଙ୍କୁ ଏକଥା କୁହନ୍ତୁ ନହେଲେ ସମ୍ବଲପୁରବାସୀ ଏହାର ଜବାବ ଦେବେ । ବିଜେପି ଗୃହ ଚଲାଇ ଦେଉନି । ଯାହା ଦୁର୍ଭାଗ୍ୟଜନକ । ମୁଁ ଆଜି NH55 କଥା ଗୃହରେ ଉଠାଇଥାନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ