Masthead

ତିନିକୋଟି ଯାହା ପାଖରେ ବିଜେଡି ଟିକେଟ ତା ପାଖରେ : ଗଣେଶରାମ ଖୁଣ୍ଟିଆ

ଭୁବେନେଶ୍ୱର (ବଡ଼ ଖବର ବ୍ୟୁରୋ):ଭାରତୀୟ ଜନତା ପାର୍ଟି କ୍ୟାଡ଼ର ଭିତ୍ତିକ ପାଟି।ସଂଗଠନକୁ ବିଶ୍ୱାସ କରେ ଯିଏ ସଂଗଠନ କରେ ତାକୁ ଟିକେଟ ମିଳେ।ଭାରତୀୟ ଜନତା ପାଟିରେ ଯିଏ ପାର୍ଟରେ ପଇସା ଦେଲେ ଟିକେଟ ମିଳେନି ବୋଲି କହିଛନ୍ତି ଗଶେଶରାମ ଖୁଣ୍ଟିଆ। ଏହା ସହ ସେ କହିଛନ୍ତି, ଯିଏ ଉନ୍ନତମାନର ବର୍ଷସାରା କାର୍ଯ୍ୟକରେ ତାକୁ ଦଳ ଟିକେଟ ଦିଏ ।ବିଜେଡ଼ି ଯେପରି ପଇସା ନେଇ ଟିକେଟ ଦିଏ ବିଜେପି ସେପରି ନୁହେଁ । ଯାହା ଆକାଉଣ୍ଟରେ ୩କୋଟି ଥାଏ ବିଜେଡି ତାକୁ ଟିକେଟ ଦିଏ ।

ଯାହା ଚର୍ଚ୍ଚାର ବିଷୟ ମଧ୍ୟ ହୋଇଥାଏ । କିନ୍ତୁ ଆମ ଦଳରେ ଯେଉଁମାନେ ସଂଗଠନରେ ଥାଆନ୍ତି କାର୍ଯ୍ୟ କରନ୍ତି ତାକୁ ଦଳ ଟିକେଟ ଦିଏ । ରାଜ୍ୟରେ ଅନେକ ପ୍ରସଙ୍ଗ ରହିଛି । ସମସ୍ୟା ଘେରରେ ଓଡ଼ିଶା । କିନ୍ତୁ ବିଜେଡି ଯେଉଁ ପଦଯାତ୍ରା କରୁଛି ତାହା କେଉଁ ମୁଦ୍ଦା ନେଇ କରୁଛି ତାହା ସ୍ପଷ୍ଟ ନାହିଁ।୨୫ ବର୍ଷ ସରକାର ରେ ଏବେ ଲୋକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କିନ୍ତୁ ଲୋକଙ୍କୁ ମଦ ମାଂସ ଦେଇ ଭୋଟ ନେଉଛି ବିଜେଡି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ