Masthead

ରେଞ୍ଜରୋଭର ଗାଡି ଦୁର୍ଘଟଣା, ଆଖିବୁଜିଲେ ଯୁବତୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରେଞ୍ଜରୋଭର ଗାଡି ଦୁର୍ଘଟଣା, ଆଖିବୁଜିଲେ ଯୁବତୀ । ଭୁବନେଶ୍ୱର ପାୱାର ହାଉସ ଛକରେ ହୋଇଥିଲା ଦୁର୍ଘଟଣା । କଟକରେ ଚିକିସôିତଅବସ୍ଥାରେ ଯୁବତୀଙ୍କ ମୃତ୍ୟୁ ହୋଇଛି । ରେଞ୍ଜରୋଭର ଗାଡ଼ି କାହାର? କେଉଁ ପ୍ରଭାବଶାଳୀ ନେତାଙ୍କର କି? ପୋଲିସ କାହିଁକି କରୁନି ତଦନ୍ତ? ଗାଡ଼ି ଏକ କମ୍ପାନୀ ନାଁରେ ରହିଛି, ଯାହାର ନିର୍ଦ୍ଦେଶକ ରହିଛନ୍ତି ବିଶାଲ ଦାସ । କିଏ ଏହି ବିଶାଲ ଦାସ? କୌଣସି ପ୍ରଭାବଶାଳୀ ଲୋକ କି? ଗତ ୩୧ ତାରିଖରେ ଦୁର୍ଘଟଣା ହୋଇଥିଲା । ୨ ବାଇକ ଆରୋହୀଙ୍କୁ ଧକ୍କା ଦେଇଥିଲା । ଏହି ରେଞ୍ଜରୋଭର ଗାଡ଼ି । ଦୁର୍ଘଟଣାରେ ଆହତ ହୋଇଥିବା ଯବାନ ଭୁବନେଶ୍ୱରରେ ଚିକିସôିତ ହେଉଥିଲେ । ଏବଂ ଗୁରୁତର ହୋଇଥିବା ଯୁବତୀ କଟକର ଏକ ଘରୋଇ ମେଡିକାଲରେ ଚିକିସôିତ ହେଉଥିଲେ । ଆଜି ଲୋପାମୁଦ୍ରାଙ୍କର ମୃତ୍ୟୁ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ