Masthead

ବଡ଼ ଷ୍ଟୁଡିଓରେ ମୁହାଁମୁହିଁ ହେଲେ ସନଲିସା ଡାକିଲେ ଦାଦା, ମନୋଜ ଡାକିଲେ ବହେନ୍

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପରସ୍ପର ପ୍ରତି ଥିଲା ପ୍ରବଳ ରାଗ । ଏପରିକି ଥାନାରେ ଏତଲା ଦେବାକୁ ପଛାଇନଥିଲେ ସନଲିସା । ଝାରସୁଗୁଡାର ଝିଅ ସମ୍ବଲପୁରର ବୋହୂ ହୋଇ ବି ତାଙ୍କ ଫିଲ୍ମ ପ୍ରଥାକୁ ଝାରସୁଗୁଡାରେ କରାଗଲା ବିରୋଧ । ଫିଲ୍ମର ପୋଷ୍ଟର ଚିରା ଘଟଣା ତାଙ୍କୁ କନ୍ଦାଇ ଦେଇଥିଲା । ମନୋଜ ମିଶ୍ରଙ୍କୁ ଏଥିପାଇଁ ଦାୟି କରି ସେ ଏଫଆଇଆର ଦେବାକୁ ପଛାଇନଥିଲେ । କିନ୍ତୁ ଯେତେବେଳେ ବଡ଼ ଖବର ଷ୍ଟୁଡିଓରେ ସନଲିସା-ମନୋଜ ମୁହାଁମୁହିଁ ହେଲେ ସବୁ ରାଗ ଚାଲିଗଲା । ସନଲିସା ଡାକିଲେ ଦାଦା, ମନୋଜ ଡାକିଲେ ବହେନ୍ । ପୁରା ଷ୍ଟୋରି ଜାଣିବା ଲିଙ୍କ ଉପରେ କ୍ଲିକ କରନ୍ତୁ…

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା