Masthead

ଦିଗପହଣ୍ଡି ବିଜେପିରେ ଗୋଷ୍ଠୀ କନ୍ଦଳ, ଦୁଇ ନେତା କରିଛନ୍ତି ୨ ସମାବେଶ

ଗଞ୍ଜାମ(ବଡ଼ ଖବର ବ୍ୟୁରୋ): ଦିଗପହଣ୍ଡି ବିଜେପିରେ ଗୋଷ୍ଠୀ କନ୍ଦଳ । ଦୁଇ ନେତା କରିଛନ୍ତି ୨ ସମାବେଶ । ପଞ୍ଚାୟତ ନିର୍ବାଚନ ପରେ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରେ ବିଜେଡି ଦୁଇ ଗୋଷ୍ଠୀକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଚାଲିଥିବା ବେଳେ ଏବେ ବିଜେପିରେ ଗୋଷ୍ଠୀ କନ୍ଦଳ ସାମ୍ନାକୁ ଆସିଛି । ବର୍ଷାର ଅଭାବ ଏବଂ ଜଳସେଚନ ଅବ୍ୟବସ୍ଥା ପାଇଁ ମରୁଡ଼ି ଦେଖାଦେଇଛି । ଏହାକୁ ନେଇ ଆଜି ଦିଗପହଣ୍ଡି ବ୍ଲକ ସମ୍ମୁଖରେ ରାଜ୍ୟ କୃଷକ ସାମୁଖ୍ୟର ରାଜ୍ୟ ସଂଯୋଜକ ଉତ୍ତମ ପାଣିଗ୍ରାହୀ ଚାଷୀମାନଙ୍କୁ ନେଇ ଏକ ସମାବେଶ କରିଥିଲେ । ଏହାକୁ କାଉଣ୍ଟର କରି ଜିଲ୍ଲା କୃଷକ ମୋର୍ଚ୍ଚାର ସଭାପତି ମହନ୍ତ ଚିନ୍ମୟାନନ୍ଦ କିଛି ଚାଷୀ ଓ ନିଜ ସମର୍ଥକ କୁ ନେଇ ଅଲଗା ଏକ ସମାବେଶ କରିଥିଲେ ଯାହା ବିଜେପିର ଗୋଷ୍ଟିକନ୍ଦଳ ପଦାରେ ପଡ଼ିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ