Masthead

ଆଜି କିଏ ମାରିବ ବାଜି, ଭାରତ ସହ କାହାର ହେବ ଟକ୍କର..ରହିଛି ସମସ୍ତଙ୍କ ନଜର

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ଆଜି ବିଶ୍ୱକପ୍‌ କ୍ରିକେଟର ଦ୍ୱିତୀୟ ସେମି ଫାଇନାଲ । ଦକ୍ଷିଣ ଆଫ୍ରିକା-ଅଷ୍ଟ୍ରେଲିଆ ମଧ୍ୟରେ ହେବ ଟକ୍କର । କୋଲକାତାର ଇଡେନ ଗାର୍ଡେନରେ ଆଜି ହେବ ହାଇଭୋଲଟେଜ୍‌ ମ୍ୟାଚ୍ । ଆଜି ଯିଏ ବିଜୟୀ ହେବ ଫାଇନାଲରେ ଭାରତ ସହ ମୁକାବିଲା କରିବ । ଦ୍ୱତୀୟ ସେମିକୁ ନେଇ କ୍ରିକେଟପ୍ରେମୀଙ୍କ ମଧ୍ୟ ରହିଛି ଉତ୍ସାହ । କିଏ ମ୍ୟାଚ ଜିତିବ ଆଉ କହା ସହ ଫାଇନାଲ ଖେଳିବ ଟିମ୍ ଇଣ୍ଡିଆ ସମସ୍ତଙ୍କ ରହିଛି ନଜର । ଯଦି ଆଜିର ମ୍ୟାଚରେ ଅଷ୍ଟ୍ରେଲିଆ ଜିତେ ତେବେ ଟିମ ଇଣ୍ଡିଆକୁ କଡ଼ା ମୁକାବିଲା କରିବା ପାଇଁ ପଡ଼ିବ ।

ତେବେ ଦକ୍ଷିଣ ଆଫ୍ରିକା ୧୯୯୨, ୧୯୯୯, ୨୦୦୭, ୨୦୧୫ରେ ସେମିଫାଇନାଲ୍‌ ଖେଳିଥିଲେ ମଧ୍ୟ ତା’ଆଗକୁ ବଢ଼ିବାକୁ ସକ୍ଷମ ହୋଇନି। ଚଳିତ ଥର ତେମ୍ବା ବଭୂମାଙ୍କ ଦଳ ପ୍ରଥମ ଥର ବିଶ୍ୱକପ୍‌ ଫାଇନାଲ୍‌ ଖେଳିବା ଆଶା ବାନ୍ଧିଛି। ୧୯୯୯ରେ ଅଷ୍ଟ୍ରେଲିଆ ସହ ସେମିଫାଇନାଲ୍‌ ଖେଳ ବେଳେ ଏହିକ ମ୍ୟାଚ୍‌ ନାଟକୀୟ ଭାବେ ଟାଇ ହୋଇଥିଲା। ଫଳରେ ପୂର୍ବ ପ୍ରଦର୍ଶନ ଆଧାରରେ ଅଷ୍ଟ୍ରେଲିଆ ଫାଇନାଲ୍‌ରେ ପହଞ୍ଚିଥିଲା ଏବଂ ଦକ୍ଷିଣ ଆଫ୍ରିକାର ଅଭିଯାନ ସେମିରେ ଶେଷ ହୋଇଯାଇଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା