Masthead

ଫିଲ୍ମର ହିରୋ ଏମଜିଆରଙ୍କୁ ସତରେ ଗୁଳି କରିଦେଲେ ଫିଲ୍ମର ଭିଲିଆନ

https://youtu.be/odv5zIz7-Eg

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଯେବେ ଫିଲ୍ମର ହିରୋକୁ ସତରେ ଗୁଳି କରିଦେଲେ ଫିଲ୍ମର ଭିଲିଆନ । ଏମଜିଆରଙ୍କୁ ଗୁଳିକୁ ନେଇ ଉଠିଲାପଡିଲା ଦେଶ । ହେଲେ ଏବେ ବି ଜାଣି ହୋଇନି କାହିଁକି ଫୁଟିଥିଲେ ଗୁଳି । ଫିଲ୍ମ ଓ ରାଜନୀତି । ଏହି ସଂପର୍କ ଆରମ୍ଭରୁ । ଏଠି ଫିଲ୍ମ ଷ୍ଟାରଙ୍କୁ ଭଗବାନ ଭଳି ପୂଜା କରାଯାଏ । ଫିଲ୍ମ ଷ୍ଟାରଙ୍କୁ ଦେଖିବାକୁ ଭିଡ ହୁଏ । ଆଉ ରାଜନୀତିରେ ତ ଭିଡ ହିଁ ଦରକାର । ତେଣୁ ଭାରତରେ ଅଭିନେତା ରାଜନେତା ହେବା ପୁରୁଣା ଟ୍ରେଣ୍ଡ । ଏହି ଟ୍ରେଣ୍ଡ ବେଶି ଦେଖିବାକୁ ମିଳେ ଦକ୍ଷିଣ ଭାରତରେ । ଦକ୍ଷିଣ ଭାରତରେ ଫିଲ୍ମ ଓ ରାଜନୀତି କଥା ଆସିଲେ ସବୁଠୁ ଆଗରେ ଆସେ ସୁପରଷ୍ଟାର ଏମଜିଆରଙ୍କ କଥା । ଜୟଲଳିତାଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ସବୁଠାରୁ ବେଶି ହୁଏ । ରାଜନେତା ଅବା ଅଭିନେତା । ସବୁ ରୋଲକୁ ସେ ନିଖୁଣ ଭାବେ ନିଭେଇଛନ୍ତି । ସୁପରଷ୍ଟାର ମାରୁଥୁର ଗୋପାଳନ ରାମଚନ୍ଦ୍ରନ । ଘରେ ଘରେ ସେ ଏମଜିଆର ନାଁରେ ପରିଚିତ । ଦକ୍ଷିଣ ଭାରତ ରାଜନୀତିରେ ସବୁଠାରୁ ଅଧିକ କାୟା ବିସ୍ତାର କରିଥିଲା ରିଲ ଲାଇଫର ଏହି ହିରୋଙ୍କୁ ରିଲ ଲାଇଫର ଭିଲେନ ରିଅଲରେ ମାରିଥିଲେ ଗୁଳି । ଗୁଳି ମାରିଥିଲେ ସାଥୀ କଳାକାର ଅଭିନେତା ଏମଆର ରାଧା । ଅଧିକ ଖବର ପାଇଁ ଦେଖନ୍ତୁ ବଡ଼ ଖବର…

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ