Masthead

ବାଇଡେନଙ୍କ କାର୍‌କେଡ୍‌କୁ ପିଟିଲା କାର୍

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆମେରିକା ରାଷ୍ଟ୍ରପତି ବାଇଡେନଙ୍କ କାର୍‌କେଡ୍‌କୁ ପିଟିଲା କାର୍ । ୱିଲମିଙ୍ଗଟନରେ ବାଇଡେନ୍‌ଙ୍କ କାରକେଡକୁ ପିଟିଲା କାର୍ । ପତ୍ନୀଙ୍କ ସହ ବାଇଡେନ୍ ସୁରକ୍ଷିତ, ଦୁର୍ଘଟଣା ଘଟାଇଥିବା ଡ୍ରାଇଭର ଗିରଫ । ଆମେରିକାର ସିକ୍ରେଟ ସର୍ଭିସ୍ ଦ୍ୱାରା ଘଟଣାର ତଦନ୍ତ ଆରମ୍ଭ । ରବିବାର ଦିନ ଆମେରିକାର ଡିଲେୱାର୍‌ରେ ରାଷ୍ଟ୍ରପତିଙ୍କ ଗାଡ଼ି ସହିତ ଯାଉଥିବା ‘ମୋଟର୍‌କେଡ୍‌’ର ଗୋଟାଏ ଗାଡ଼ି ସହିତ ଅନ୍ୟ ଏକ କାର୍‌ ଧକ୍କା ଖାଇଥିବା କଥା ‘ଆସୋସିଏଟେଡ୍‌ ପ୍ରେସ୍‌’ ରିପୋର୍ଟ କରିଛି।

କିନ୍ତୁ, ରାଷ୍ଟ୍ରପତି ଜୋ ବାଇଡେନ୍‌ ଏବଂ ‘ଫାଷ୍ଟ୍‌ ଲେଡି’ ଜିଲ୍‌ ବାଇଡେନ୍‌ ନିରାପଦ ଅଛନ୍ତି ବୋଲି ରିପୋର୍ଟରେ ଉଲ୍ଲେଖ ଅଛି। ରିପୋର୍ଟରୁ ପ୍ରାପ୍ତ ସୂଚନା ଅନୁସାରେ, ବାଇଡେନ୍‌ଙ୍କ ‘ମୋଟୋର୍‌କେଡ୍‌’ରେ ଥିବା ଗୋଟାଏ ଗାଡ଼ି ସହିତ ଉକ୍ତ ଫୋର୍ଡ କାର୍‌ଟି ଧକ୍କା ଖାଇବା ପରେ ପଳାଇଯିବାକୁ ଉଦ୍ୟମ କରୁଥିଲା। କିନ୍ତୁ, ‘ସିକ୍ରେଟ୍‌ ସର୍ଭିସ୍‌’ ଓ ବାଇଡେନ୍‌ଙ୍କ ସୁରକ୍ଷାକର୍ମୀମାନେ ଅସ୍ତ୍ରଶସ୍ତ୍ର ଧରି ସେ କାର୍‌କୁ ଘେରିଯବା ସହିତ ବାହାରି ଆସିବାକୁ ଡ୍ରାଇଭର୍‌ଙ୍କୁ କହିଥିଲେ। ଯେଉଁ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେଲା, ସେଥିରେ ଜୋ ବାଇଡେନ୍‌ ଓ ‘ଫାଷ୍ଟ୍‌ ଲେଡି’ ଜିଲ୍‌ ବାଇଡେନ୍‌ ବସି ନ ଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ