Masthead

ଭିତ୍ତିପ୍ରସ୍ତର ଉଦଘାଟନ କରିବାକୁ ଆସି ପୁଣି ବିଧାୟକ ହେଲେ ହଟହଟା

ଜଳେଶ୍ୱର (ବଡ଼ ଖବର ବ୍ୟୁରୋ): ପୁଣି ବିଧାୟକ ହେଲେ ହଟହଟା । ବିଜେଡି କର୍ମୀଙ୍କ ପରିବାରବାଦ ଓ ଗୋଷ୍ଠୀ କନ୍ଦଳକୁ ନେଇ ଭିତ୍ତିପ୍ରସ୍ତର ସ୍ଥାପନ ନକରି ଫେରିଗଲେ ବିଧାୟକ । ବିଜେଡି କଳି ପଦାରେ ପଡ଼ି ହାଟରେ ଗଡ଼ିଲାଣି । ସୂଚନା ଅନୂଯାୟୀ ଭୋଗରାଇ ବ୍ଲକ ଆରୁହାବୃତି -୧ ପଂଚାୟତ ହୁଡ଼ାପାଳ ଠାରେ ୨କୋଟି ୧୪ଲକ୍ଷ ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବାକୁ ଆସି ଫେରିଗଲେ ବିଧାୟକ ଅନନ୍ତ ଦାସ ।

ବିଜେଡି କର୍ମୀଙ୍କ ମଧ୍ୟରେ ହୋହାଲ୍ଲା, ପାଟିତୁଣ୍ଡ ଓ ପ୍ରବଳ ଗଣ୍ଡଗୋଳ ପାଇଁ ପ୍ରକଳ୍ପ ଉଦଘାଟନ ନକରି ଫେରିଲେ ବିଧାୟକ । ନଡ଼ିଆ ଫଟାଇ ପ୍ରକଳ୍ପର ଶୁଭ ଉଦଘାଟନ କଲେ ସ୍ଥାନୀୟ ଲୋକେ । ବିଜେଡି ଗୋଷ୍ଠୀ କନ୍ଦଳ ପାଇଁ ଉଦଘାଟନ କରି ନ ପାରି ବିଧାୟକ ଫେରିଥିବା ସୂଚନାକର୍ମୀଙ୍କ ମଧ୍ୟରେ ପ୍ରବଳ ଉତ୍ତେଜନା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ