Masthead

ଟିକେଟ ଦ୍ଵନ୍ଦ୍ୱରେ ପଡିପାରୁନି ପୂର୍ଣ୍ଣଚ୍ଛେଦ

ବାଲେଶ୍ୱର (ବଡ଼ ଖବର ବ୍ୟୁରୋ): ବିଜେଡିକୁ ଘାରିଛି ପରାଜୟର ଭୟ । ବାଲେଶ୍ୱର ୮ ଟି ବିଧାନସଭା ଆସନରୁ ତିନୋଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରି ହାତ ଗୋଟାଇ ବସିଛି ବିଜେଡି । ଏଯାଏଁ ୫ ଟି ଆସନରେ ପ୍ରାର୍ଥୀ ଦେଇ ପାରୁନି ବିଜେଡି । ପୁରୁଣା ଚେହେରା ଉପରେ ଦଳ ସୁପ୍ରିମୋଙ୍କ ପାଉନି ଭରସା ।

ବାଲେଶ୍ୱର ସଦର, ସିମୁଳିଆ, ନୀଳଗିରି , ରେମୁଣା ଭୋଗରାଇ ଭଳି ଆସନରେ କାହାକୁ ପ୍ରାର୍ଥୀ କରି ମଇଦାନକୁ ଛାଡ଼ିବ ଚିନ୍ତାରେ ବିଜେଡି । ଏହି ୫ ଆସନରେ ଆଶାୟୀ ଅନେକ୍ । ଯାହାକି ଦଳରେ ବଢି ଚାଲିଛି ଦ୍ୱନ୍ଦ୍ୱ । ଟିକେଟ ଦ୍ଵନ୍ଦ୍ୱରେ ପଡିପାରୁନି ପୂର୍ଣ୍ଣଚ୍ଛେଦ । ଦଳ ଛାଡ଼ି ପାରନ୍ତି ନେତା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ