Masthead

ବାଙ୍ଗିରିପୋଷି ବିଜେପିରେ ଗୋଷ୍ଠୀ କନ୍ଦଳ

ବାରିପଦା (ବଡ଼ ଖବର ବ୍ୟୁରୋ): ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ନିର୍ବାଚନମଣ୍ଡଳିର ବିଜେପିରେ ଗୋଷ୍ଠୀ କନ୍ଦଳ । ବିଧାୟକ ପ୍ରାର୍ଥୀ ଟିକେଟ ପ୍ରଦାନକୁ ନେଇ ବଢୁଛି ଅସନ୍ତୋଷ । ବାଙ୍ଗିରିପୋଷି ନିର୍ବାଚନମଣ୍ଡଳିରେ ବିଜେପି ସଞ୍ଜଳୀ ମୁର୍ମୁଙ୍କୁ ଟିକେଟ ପ୍ରଦାନ କରିଛି। ବାରିପଦା ଠାରେ ଏକ ବୈଠକ ପରେ ସାମ୍ବାଦିକ ସମ୍ମିଳନୀ କରି ସଞ୍ଜଳୀଙ୍କ ପ୍ରାର୍ଥୀତ୍ୱକୁ ବିରୋଧ କଲେ ବିଜେପି କର୍ମୀ । ବୈଠକରେ ଯୋଗ ଦେଲେ ୧୦୦ରୁ ଉର୍ଦ୍ଧ କର୍ମୀ । ପୂର୍ବତନ ସାଂସଦ , ଜିଲ୍ଲାପରିଷଦ ସଦସ୍ୟା, ଶତାଧିକ କର୍ମୀ ବୈଠକରେ ଯୋଗ ଦେଇଥିଲେ । ଆଗାମୀ ଦିନରେ ପ୍ରାର୍ଥୀ ପରିବର୍ତ୍ତନ ନ କଲେ ଅସହଯୋଗ କରିବେ ବୋଲି କହିନ୍ତି କର୍ମୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ