ଇଲେକ୍ଟୋରାଲ ବଣ୍ଡକୁ ନେଇ ଶାହଙ୍କ ବଡ଼ ବୟାନ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଇଲେକ୍ଟୋରାଲ ବଣ୍ଡକୁ ନେଇ ଅମିତ ଶାହଙ୍କ ବଡ଼ ବୟାନ । କହିଛନ୍ତି, ବିରୋଧୀ ଦଳଗୁଡିକ ମଧ୍ୟ ନିର୍ବାଚନ ବଣ୍ଡ ଜରିଆରେ ଟଙ୍କା ପାଇଛନ୍ତି। କ’ଣ ସେମାନେ ମଧ୍ୟ ଏହାକୁ ବଟି ଆଦାୟ ସହ ତୁଳନା କରିବେ କି ? ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀ ନିର୍ବାଚନୀ ବଣ୍ଡକୁ ପ୍ରମୁଖ ପ୍ରସଙ୍ଗ କରିଛନ୍ତି।

ଶାହା କହିଛନ୍ତି, ସେମାନଙ୍କ ସହ ଥିବା ଦଳ ଗୁଡିକ ମଧ୍ୟ ବଣ୍ଡ ଜରିଆରେ ଚାନ୍ଦା ପାଇଛନ୍ତି। ଏହା ମଧ୍ୟ କ’ଣ ବଟି? ରାହୁଲ ଗାନ୍ଧୀ ଲୋକଙ୍କୁ କୁହନ୍ତୁ ଯେ ହଁ ଆମେ ମଧ୍ୟ ବଳପୂର୍ବକ ବଟି ଆଦାୟ କରିଛୁ। ଏମ୍‌ପିଙ୍କ ଅନୁପାତରେ ସେମାନେ ଗ୍ରହଣ କରିଥିବା ଚାନ୍ଦା ଆମଠାରୁ ଅଧିକ। ସେମାନଙ୍କ ପାଖରେ କୌଣସି ପ୍ରସଙ୍ଗ ନାହିଁ। ତେଣୁ ଆମ ଉପରେ ଦୁର୍ନୀତିର ଅଭିଯୋଗ ଆଣୁଛନ୍ତି। ସେମାନେ କେବେ ସଫଳ ହେବେ ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ