Masthead

ଏପଟେ ଦିଲ୍ଲୀପଙ୍କ ରୋଡ ସୋ’ ସେପଟେ ସମୀରଙ୍କ ବୈଠକ

ନିମାପଡ଼ା (ବଡ଼ ଖବର ବ୍ୟୁରୋ): ନିମାପଡାରେ ବିଜେଡି ପ୍ରାଥୀ ଦିଲ୍ଲୀପଙ୍କ ଶକ୍ତି ପ୍ରଦର୍ଶନ ଏପଟେ ବିଜେଡି ଟିକେଟ କଟିଥିବା ସମୀର ଦାଶଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ । ନିମାପଡ଼ା ବିଧାନସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ଦିଲ୍ଲୀପଙ୍କ ଜନ ସଂପର୍କ ପଦଯାତ୍ରା ସହିତ ବିଶାଳ ବାଇକ ରାଲି କରି ନିଜର ଶକ୍ତି ପ୍ରଦର୍ଶନ କରିଥିବା ବେଳେ ବିଜେଡି ପ୍ରାର୍ଥୀ ଆଶାୟୀ ହୋଇ ବିଫଳ ହୋଇଥିବା ବିଧାୟକ ସମୀର ରଞ୍ଜନ ଦାଶ ଆଜି ନିମାପଡାର ୪୬ ପଂଚାୟତର ଯୁବ ଓ ଛାତ୍ର ସଭାପତିଙ୍କ ସହ ଏଜ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗ ଦେଇ ନିଜର ଭବିଷ୍ୟତ ରଣନୀତିକୁ ନେଇ ଚର୍ଚ୍ଚା କରିଛନ୍ତି ।

ଦିଲୀପଙ୍କ ଶକ୍ତି ପ୍ରଦର୍ଶନ ପରେ ଦିଲୀପ ଓ ଜଗତସିଂହପୁର ସାଂସଦ ବିଜେଡି ପ୍ରାର୍ଥୀ ରାଜଶ୍ରୀ ମଲ୍ଲିକ ନିଜ ବିଜୟକୁ ନେଇ ବେଶ ଦୃଢ ଆଶାବାଦୀ ଥିବା ବେଳେ ସମୀର ଆଜି ନିମାପଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୪୬ ଟି ପଂଚାୟତର ଯୁବ ଓ ଛାତ୍ର ସଭାପତିଙ୍କୁ ନେଇ ଏକ ଗୁରୁତ୍ଵପୂର୍ଣ୍ଣ ବୈଠଜରେ ସମୀର ଦାଶ ଯୋଗଦେଇ ଏବେବି ବିଜେଡି ରାଜ୍ୟ । ସଭାପତି ନିଷ୍ପତ୍ତିର ପୁନଃବିଚାର କରିବାର ଆଶା ରଖିଛନ୍ତି । ଅନ୍ୟପକ୍ଷରେ ସମୀର ଦିଲୀପଙ୍କ ସହ ଅଛନ୍ତି ଓ ତାଙ୍କୁ ଦୃଢ ସମର୍ଥନ କରିବେ ବୋଲି ଦିଲୀପ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା