Masthead

କଂଗ୍ରେସ ଛାଡି ବିଜେଡିରେ ସାମିଲ ହେଲେ ନେତା ଓ କର୍ମୀ

ଘଷିପୁରା(ବଡ଼ ଖବର ବ୍ୟୁରୋ): ଘଷିପୁରା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଦଳଛାଡି ବିଜେଡିରେ ସାମିଲ ହେଲେ ନେତା ଓ କର୍ମୀ। ଘଷିପୁରା ବିଜେଡି କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଦେଲେ ଯୋଗ । ଏହି ମିଶ୍ରଣ ପର୍ବରେ କେନ୍ଦୁଝର ଜିଲ୍ଲା ବିଜେଡି ସଭାପତି କୁଶରଞ୍ଜନ ଆପଟ, ଜିଲ୍ଲା ସଂଖ୍ୟାଲଘୁ ସେଲ୍ ସଭାପତି ନିସାବ୍ ଆୟତ ଓ ଘଷିପୁରାର ଦଳୀୟ ପ୍ରାର୍ଥୀ ବଦ୍ରି ନାରାୟଣ ପାତ୍ର ଉପସ୍ଥିତ ରହିଥିଲେ।

କଂଗ୍ରେସ ର ପୂର୍ବତନ ବ୍ଲକ୍ ଯୁବ ସଭାପତି ରମୁ ଚକ୍ରଙ୍କ ସମେତ ବହୁନେତା ଓ କର୍ମୀ ବିଜେଡିର ନିତି ଆଦର୍ଶରେ ଅନୁପ୍ରାଣିତ ହେବାସହ ଘଷିପୁରାରେ ବାହାର ଲୋକଙ୍କୁ ବ୍ୟବସ୍ଥିତ କରୁଥିବା କଂଗ୍ରେସ୍ ଚାଲକୁ ବିରୋଧ କରି ବିଜେଡିରେ ମିଶିଥିବା କହିଛନ୍ତି କଂଗ୍ରେସ ନେତା। ଅନ୍ୟପଟେ କଂଗ୍ରେସ କର୍ମୀ ବିଜେଡିରେ ମିଶିବା ଫଳରେ ଘଷିପୁରାରେ ବିଜେଡି ଆହୁରି ସୁଦୃଢ ହେବାସହ ଘଷିପୁପାରେ ଚାଲ୍ ଖେଳୁଥିବା ନେତାଙ୍କୁ ଉଚିତ୍ ଜବାବ ମିଳିବବୋଲି କହିଛନ୍ତି ବିଧାୟକ ପ୍ରାର୍ଥି ବଦ୍ରିନାରାୟଣ ପାତ୍ର।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପବନରେ ଉଡ଼ିଗଲେ ବ୍ୟକ୍ତି! 🔴 ଭିଜିଲାନ୍ସ ଜାଲରେ ଡିଭିଜନ ଯନ୍ତ୍ରୀ 🔴 ଚିନି ରପ୍ତାନି ବନ୍ଦ କଲା ଭାରତ 🔴 ବିଭିନ୍ନ ସ୍ଥାନରେ ଝଡ଼ ବର୍ଷା ଆଶଙ୍କା 🔴 ବିଧାନସଭାରେ ବିଜୟଙ୍କ ବଡ଼ ବିଜୟ 🔴 ଟ୍ରକକୁ ଧକ୍କା ଦେଲା କାର୍ , ଦୁର୍ଘଟଣାରେ ଜଣେ ମୃତ 🔴 ଆଜି ବିଜୟଙ୍କ ଫ୍ଲୋର୍‌ ଟେଷ୍ଟ  🔴 ରାଜ୍ୟର ବିଭିନ୍ନ ସ୍ଥାନରେ ବଢ଼ିପାରେ ତାପମାତ୍ରା 🔴 NEET UG ପରୀକ୍ଷା ବାତିଲ 🔴 ଆସାମରେ ପୁଣି ଏନଡିଏ ସରକାର 🔴 ପବନରେ ଉଡ଼ିଗଲେ ବ୍ୟକ୍ତି! 🔴 ଭିଜିଲାନ୍ସ ଜାଲରେ ଡିଭିଜନ ଯନ୍ତ୍ରୀ 🔴 ଚିନି ରପ୍ତାନି ବନ୍ଦ କଲା ଭାରତ 🔴 ବିଭିନ୍ନ ସ୍ଥାନରେ ଝଡ଼ ବର୍ଷା ଆଶଙ୍କା 🔴 ବିଧାନସଭାରେ ବିଜୟଙ୍କ ବଡ଼ ବିଜୟ 🔴 ଟ୍ରକକୁ ଧକ୍କା ଦେଲା କାର୍ , ଦୁର୍ଘଟଣାରେ ଜଣେ ମୃତ 🔴 ଆଜି ବିଜୟଙ୍କ ଫ୍ଲୋର୍‌ ଟେଷ୍ଟ  🔴 ରାଜ୍ୟର ବିଭିନ୍ନ ସ୍ଥାନରେ ବଢ଼ିପାରେ ତାପମାତ୍ରା 🔴 NEET UG ପରୀକ୍ଷା ବାତିଲ 🔴 ଆସାମରେ ପୁଣି ଏନଡିଏ ସରକାର