Masthead

‘ଭୋଲା ଶଙ୍କର’ରେ ଧମାଲ କରିବେ ଚିରଞ୍ଜୀବୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ତେଲଗୁ ସୁପରଷ୍ଟାର ଚିରଞ୍ଜୀବୀଙ୍କ ପ୍ରଶଂସକମାନେ ତାଙ୍କ ଫିଲ୍ମ ‘ଭୋଲା ଶଙ୍କର’କୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଏହି ଫିଲ୍ମରେ ଅଭିନେତାଙ୍କୁ ଅନେକ ଆକ୍ସନ କରୁଥିବା ଦେଖିବାକୁ ମିଳିବ । ପ୍ରଶଂସକଙ୍କ ଉତ୍ସାହ ଦେଖି ବର୍ତ୍ତମାନ ଫିଲ୍ମର ନିର୍ମାତାମାନେ ଏହାର ଟ୍ରେଲର ରିଲିଜ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ବାସ୍ତବରେ, ଆରଆରଆର ପରେ ବିଶ୍ୱସ୍ତରୀୟ ତାରକା ହୋଇଥିବା ରାମ ଚରଣ ଏହି ବହୁ ପ୍ରତୀକ୍ଷିତ ‘ଭୋଲା ଶଙ୍କର’ର ଟ୍ରେଲର ରିଲିଜ କରିବାକୁ ଯାଉଛନ୍ତି । ଏହି ଫିଲ୍ମରେ ତାଙ୍କ ପିତା ଚିରଞ୍ଜୀବୀ ମୁଖ୍ୟ ଭୂମିକାରେ ଅଛନ୍ତି । ଏହି ଚଳଚ୍ଚିତ୍ରର ନିଦେ୍ର୍ଦଶନା ଦେଇଛନ୍ତି ମେହେର ରମେଶ । ଫିଲ୍ମର ଟିଜର ଏବଂ ଗୀତ ଗୁଡିକ ଦର୍ଶକଙ୍କୁ ଆକର୍ଷିତ କରୁଛି । ୨୭ ଜୁଲାଇରେ ଫିଲ୍ମର ଟ୍ରେଲର ରିଲିଜ ହେଲା । ଚିରଞ୍ଜୀବୀଙ୍କ ପୁତ୍ର ରାମଚରଣ ସଂଧ୍ୟା ରେ ଟ୍ରେଲରର ରିଲିଜ କରାଇଥିଲେ । ଏହି ରୋମାଞ୍ଚକ ଘୋଷଣା ପ୍ରଶଂସକଙ୍କୁ ଉତ୍ସାହିତ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା