Masthead

ଅସ୍ତରଙ୍ଗ ମାଟିତଳେ ଲୁଚି ରହିଛି ତୈଳ ଓ ପ୍ରାକୃତିକ ଗ୍ୟାସ

ଅସ୍ତରଙ୍ଗ, (ବଡ଼ ଖବର ବ୍ୟୁରୋ): ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକର ନଇଁଗୁଆଁ, ବେଗୁନିଆବସ୍ତ ଓ ପାଟଣାର ଚାଷଜମିରେ ତୈଳ ଓ ଗ୍ୟାସ ସନ୍ଧାନ ପାଇଁ ସର୍ଭେ ଚାଲିଛି । ଆନ୍ଧ୍ରପ୍ରଦେଶ ଓ କୋଲକାତାର ଠିକାସଂସ୍ଥା ସର୍ଭେ କାମ ଜାରି ରଖିଛନ୍ତି । ସାଟେଲାଇଟ ଚିତ୍ର ମାଧ୍ୟ୍ୟମରେ ଏହି ପ୍ରକ୍ରିୟା ଆଗେଇ ଚାଲିଛି । ଏଠାରେ ଯଦି ସଫଳ ହୁଏ ସ୍ଥାନୀୟ ଅଞ୍ଚଳର ବିକାଶ ହେବା ସହ ଲୋକେ ଉପକୃତ ହେବେ ବୋଲି ଆଶା ରଖିଛନ୍ତି ।

 

ସର୍ଭେ ହେଉଥିବା ଅଞ୍ଚଳରେ ମାଟି ତଳକୁ ବୋରିଂ ହୋଇ ଶହେ ଫୁଟ ଖୋଳାଯାଉଛି । ଅସ୍ତରଙ୍ଗ ପାଟଣା ଖେଳ ପଡ଼ିଆ ନିକଟରେ ଥିବା ବୈଦ୍ୟୁତିକ ଗାଡିରୁ ଶହ ଶହ ମିଟର କେବୁଲ ବିଛାଯାଇଛି । ସେଥିରେ ବିଭିନ୍ନ ଡିକ୍ଟେଟର ଲଗାଯାଇଛି । ବୋରୱେଲ ମାଟିତଳକୁ ଡିନାମାଇଟ୍ ପଠାଯାଇଛି । ବିଦ୍ୟୁତ ସଂଯୋଗ କରାଯାଇ ବିସ୍ଫୋରଣ କରାଯାଉଛି । ବିସ୍ଫୋରଣ ସ୍ଥାନକୁ ସର୍ବସାଧାରଣଙ୍କ ପ୍ରବେଶ ନିଷେଧ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା