ରାୟଗଡ଼ା (ବଡ଼ ଖବର ବ୍ୟୁରୋ): ଡିପୋରେ ଧାଡି ଧାଡ଼ି ହୋଇ ଠିଆ ହୋଇଛି ଲକ୍ଷ୍ମୀ ବସ । ଅଧିକାଂଶ ବସ ଅଫରୁଟ । ଡ଼୍ରାଇଭର ଓ କଣ୍ଡକ୍ଟର ନାହାନ୍ତି ବସରେ। ବିଜୁ ଜନତା ଦଳ ଗାଦିଚ୍ୟୁତ ହେବାପରେ ବସର ଅବସ୍ଥା ଏଭଳି ହୋଇଛି। ଏଭଳି ଅଚଳାବସ୍ଥାକୁ ଦେଖିବା ପରେ ଲକ୍ଷ୍ମୀ ଯୋଜନା ଓଡ଼ିଶା ସରକାରଙ୍କର ନା ବିଜୁ ଜନତାଦଳର ବୋଲି ଲୋକମାନେ ପ୍ରଶ୍ନ କରୁଛନ୍ତି।