Masthead

ଭୁବନେଶ୍ୱର ରେ ଖୋଲିଲା ସାଇବର କମ୍ପ୍ଲେକ୍ସ

ଭୁବନେଶ୍ୱର,  (ବଡ଼ ଖବର ବ୍ୟୁରୋ): ଭୁବନେଶ୍ୱର ରେ ଖୋଲିଲା ସାଇବର କମ୍ପ୍ଲେକ୍ସ।ଶୁଭାରମ୍ଭ କଲେ ପୋଲିସ ଡିଜି।
ପୂର୍ବରୁ କ୍ରାଇମବ୍ରାଞ୍ଚ ର ସାଇବର ଥାନା କଟକ ରେ  ଥିଲା, ତାହା ଏବେ ଭୁବନେଶ୍ୱର କୁ ସ୍ଥାନାନ୍ତର କରାଯାଇଛି ।ସାଇବର କ୍ରାଇମ ର ତଦନ୍ତ ପାଇଁ ଟ୍ରେନିଂ ହେବ ।ଏଠାରେ ୬ ମାସ ମଧ୍ୟରେ ରାଜ୍ୟ ପୋଲିସ ର ସୋସିଆଲ ମିଡିଆ ସେଲ ଆରମ୍ଭ କରାଯିବ ।ଏନେଇ ଜାତୀୟ ପୋଲିସ କୁ ଅନୁରୋଧ କରଯାଇଛି, ଏଠି ଟ୍ରେନିଂ  କରିବାକୁ ।ଏହା ୨୦୦ ଜଣ ପୋଲିସ କୁ  ଟ୍ରେନିଂ ଦିଆଯିବ।ସାଇବର କ୍ରାଇମ ପାଇଁ ନୂଆ ନୂଆ ଟେକନୋଲୋଜି ବ୍ୟବହାର କରାଯିବ।ଏବେ ରାଜ୍ୟ ରେ ୪ ଟି ସାଇବର କ୍ରାଇମ ଥାନା ଅଛି।ସବୁ ଥାନା ରେ ସାଇବର କ୍ରାଇମ ତଦନ୍ତ ହେବ
।ସବୁ ଥାନାରେ ଜଣେ ଲେଖାଏଁ ଅଫିସର ଙ୍କୁ ଟ୍ରେନିଂ ଦିଆଯିବ।ଗତବର୍ଷ ୧୫୦୦ ମାମଲା ରୁଜୁ ହୋଇଥିଲା।ଚଳିତ ବର୍ଷ ୨ ହଜାର ଅଧିକ ମାମଲା ରୁଜୁ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା