Masthead

ଜବର ଦଖଲ ଉଛେଦ ଦାବିରେ ଆରଆଇ ଏଫିସ ଘେରାଉ

ଚାନ୍ଦବାଲି (ବଡ଼ ଖବର ବ୍ୟୁରୋ): ଚାନ୍ଦବାଲି ବ୍ଲକ ଘଣ୍ଟେଶ୍ୱର ଅଧିନ ବଜରାପୁର ପଞ୍ଚାୟତ ଷଣ୍ଢଗଡା ନାୟକ ସାହିରେ କିଛି ଲୋକ ସର୍ବସାଧାରଣ ରାସ୍ତାକୁ ଦୀର୍ଘଦିନ ହେବ ଅବରୋଧ କରିଛନ୍ତି । ଫଳରେ ସାହିକୁ ଜରୁରୀ କାଳୀନ ସେବା ପହଞ୍ଚି ପାରୁ ନାହଁ । ଏମିତିକି ରୋଗି ବାହାଘର ଆମୁଲାନ୍ସ ଏବଂ ପକ୍କାଘର କାର୍ୟ୍ୟ କରିବାକୁ ହେଲେ ୨କିମି ରାସ୍ତାରେ ସେମାନଙ୍କୁ ସଙ୍ଗୀଭାରରେ ନେବାକୁ ପଡୁଛି । ଏନେଇ ଷଣ୍ଢଗଡା ଗ୍ରାମରେ ନାୟକ ସାହିର ୫୦ରୁ ଅଧିକ ପରିବାର ରାସ୍ତା ଜବର ଦଖଲ କାରି ମାନଙ୍କ ନାମରେ ତହସିଲଦାରଙ୍କ ପାଖରେ ଆଜକୁ ୧ମାସରୁ ଅଧିକ ହେବ ଅଭିଯୋଗ କରି ସାରିଥିଲେ ମଧ୍ୟ ଏହାକୁ କର୍ଣ୍ଣପାତ କରୁ ନାହାନ୍ତି ଚାନ୍ଦବାଲି ତହସିଲଦାର । ଏନେଇ ଷଣ୍ଢଗଡା ନାୟକ ସାହିରେ ୫୦ରୁ ଅଧିକ ପରିବାର ଘଣ୍ଟେଶର ଆର ଆଇ ଅଫିସ ଆଗରେ ଧାରଣା ଦେଇଛନ୍ତି ଦୀର୍ଘ ୮ଘଣ୍ଟା ହେବ ଆମରଣ ଅନଶନରେ ବସିଥିବା ଦେଖିବାକୁ ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜେଲ୍ ରୁ ମୁକୁଳି ପାରିବେନି ଦାରା ସିଂ! 🔴 ୨ ହଜାରରୁ କମ୍ UPI ଦେଣନେଣ ଦେୟମୁକ୍ତ 🔴 ଖଟିଆରେ ବୁହା ହେଲା ଦୁଇ ଭାଇଙ୍କ ମୃତଦେହ 🔴 ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ୩ ବାତ୍ୟାର ଆଶଙ୍କା, ଗୋଟିଏ ନେଇ ପାରେ ଶକ୍ତିଶାଳୀ ରୂପ 🔴 ‘ନୂଆଖାଇ’ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଜେଲ୍ ରୁ ମୁକୁଳି ପାରିବେନି ଦାରା ସିଂ! 🔴 ୨ ହଜାରରୁ କମ୍ UPI ଦେଣନେଣ ଦେୟମୁକ୍ତ 🔴 ଖଟିଆରେ ବୁହା ହେଲା ଦୁଇ ଭାଇଙ୍କ ମୃତଦେହ 🔴 ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ୩ ବାତ୍ୟାର ଆଶଙ୍କା, ଗୋଟିଏ ନେଇ ପାରେ ଶକ୍ତିଶାଳୀ ରୂପ 🔴 ‘ନୂଆଖାଇ’ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ