Masthead

ପ୍ୟାରିସ ପାରା ଅଲିମ୍ପିକ୍ସରେ ତୀରନ୍ଦାଜରେ ଭାରତକୁ ପ୍ରଥମ ସ୍ବର୍ଣ୍ଣ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପ୍ୟାରିସ ପାରାଲିମ୍ପିକ୍ସରେ ଭାରତକୁ ଆଉ ୨ ସ୍ୱର୍ଣ୍ଣ । ସପ୍ତମ ଦିନରେ ଭାରତକୁ ମିଳିଲା ୪ ପଦକ । ତୀରନ୍ଦାଜିରେ ସ୍ବର୍ଣ୍ଣ ଜିତିଲେ ହରବିନ୍ଦର ସିଂହ । କ୍ଲବ ଥ୍ରୋ F51ରେ ଧରମବୀରଙ୍କୁ ସ୍ବର୍ଣ୍ଣ, ପ୍ରଣବ ସୁରମାଙ୍କୁ ରୌପ୍ୟ। ସଟ୍‌ପୁଟ୍‌ F46ରେ ସଚିନ ସରଜେରାଓଙ୍କୁ ରୌପ୍ୟ ପଦକ। ହରଭିନ୍ଦର ସିଂହ ଜିତିଲେ ସ୍ବର୍ଣ୍ଣ ପଦକ । ତୀରନ୍ଦାଜି ଇଭେଣ୍ଚରରେ ବାଜିମାତ କଲେ ହରଭିନ୍ଦର ସିଂହ । ଫାଇନାଲରେ ପୋଲାଣ୍ଡର ଖେଳାଳି ଲୁକାଜ୍ ସିଜେକଙ୍କୁ ୬-୦ରେ ପରାସ୍ତ କରିଛନ୍ତି । ପାରାଅଲିମ୍ପିକ୍ସ ଇତିହାସରେ ଭାରତ କେବେ ବି ତୀରନ୍ଦାଜିରୁ ସ୍ବର୍ଣ୍ଣ ପଦକ ଜିତିନଥିଲା ।

ପୁରୁଷ ଇଣ୍ଡିଭିଜୁଆଲ୍ ଇଭେଣ୍ଡରରେ ହରଭିନ୍ଦର କ୍ରମାଗତ ୫ ବିଜୟ ସହ ସେ ଏହି ସଫଳତା ହାସଲ କରିଛନ୍ତି । ଭାରତର ସ୍ବର୍ଣ୍ଣ ପଦକ ସଂଖ୍ୟା ୫କୁ ବୃଦ୍ଧି ପାଇଛି । ଏହାସହ ଭାରତର ମୋଟ ପଦକ ସଂଖ୍ୟା ୨୪ରେ ପହଞ୍ଚିଛି । ଭାରତ ଖାତାରେ ୫ ସ୍ବର୍ଣ୍ଣ , ୯ ରୌପ୍ୟ ଓ ୧୦ ବ୍ରୋଂଜ ପଦକ ରହିଛି । ଐତିହାସିକ ସ୍ବର୍ଣ୍ଣ ବିଜୟ ପାଇଁ ହରଭିନ୍ଦରଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି । ଏହା ଏକ ଅତି ସ୍ବତନ୍ତ୍ର ପଦକ ବୋଲି ମୋଦୀ ପ୍ରକାଶ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ