Masthead

ବରଯାତ୍ରୀରେ ସାପ ଧରି ନାଚୁଥିଲେ, ମାଡି ବସିଲା ବନ ବିଭାଗ

ଚାନ୍ଦବାଲି (ବଡ଼ ଖବର ବ୍ୟୁରୋ): ବାହାଘର ପ୍ରସେସନ ବେଳେ ନାଗ ସାପ ଧରି ନାଚିବା ଘଟଣା । ଖବର ପାଇ ମାଡିବସିଲା ବନ ବିଭାଗ । ୩ଟି ନାଗସାପ ଉଦ୍ଧାର । ଏମିତି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଳକ ଉଗ୍ରତରାରେ । ସୂଚନା ମୁତାବକ ଗତକାଲି ରାତିରେ ବାଂଶଡା ଥାନା ଅଧିନ ଛେଡାକରୁ ଏକ ବର ପ୍ରସେସନ ନେଇ ଉଗ୍ରତାର ଅଭିମୁଖେ ବାହାରିଥିଲା ।

ଯେଉଁ ପ୍ରସେସନରେ ଏକ ବ୍ୟାଣ୍ଡ ପାର୍ଟିରେ ୩ ଟି ନାଗ ସାପକୁ ଧରି ଡ୍ୟାନ୍ସ ଚାଲିଥିଲା । ବନ ବିଭାଗ ଏହି ଖବର ପାଇବା ପରେ ବରଗାଡିର ପିଛା କରିଥିଲା । ଶେଷରେ କନ୍ୟା ଘର ପାଖାପାଖି ପ୍ରସେସନ ଚାଲିଥିବା ବେଳେ ମାଡି ବସିଥିଲେ ବନ ବିଭାଗର କର୍ମଚାରୀ । ସାପ ୩ଟିକୁ ଉଦ୍ଧାର କରି ଥିବାବେଳେ ଏହି ଘଟଣାରେ ଏପର୍ୟ୍ୟନ୍ତ କାହାକୁ ଗିରଫ କରାଯାଇ ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼