Masthead

ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼

ବାଲିଗୁଡା (ବଡ଼ ଖବର ବ୍ୟୁରୋ): କଳାହାଣ୍ଡି ପୁଲିସ ଆସିଥିଲେ ଗଞ୍ଜେଇ ବେପାରୀକୁ ଧରିବା ପାଇଁ ଚୋର ଭାବି ନିଜେ ଖାଇଲେ ମାଡ଼। କନ୍ଧମାଳରେ ନିସ୍ତୁକ ଛେଚା ଖାଇଲେ କଳାହାଣ୍ଡି ପୋଲିସ। କଳାହାଣ୍ଡି ପୋଲିସକୁ ଆକ୍ରମଣ କଲେ ଗଞ୍ଜେଇ ବେପାରୀ ଓ ଗ୍ରାମବାସୀ। ଏପରି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ପରମାପାଙ୍ଗା ଡୁଙ୍ଗେରି ଅଞ୍ଚଳରେ। ଗଞ୍ଜେଇ ବେପାରୀ କୁ ଧରିବା ପାଇଁ ଯାଇ ଆକ୍ରୋଶର ଶିକାର ହେଲେ ଜୁନାଗଡ଼ ପୋଲିସ।

ତୁମୁଡ଼ିବନ୍ଧ ଥାନା ପନ୍ଦରମାଇଲ ଟୋଲ ଗେଟ୍ ନିକଟରେ ଜୁନାଗଡ଼ ପୋଲିସକୁ ଗୋଡେଇ ଗୋଡେଇ ନିସ୍ତୁକ ପିଟିଲେ ଡୁଙ୍ଗେରି ଅଞ୍ଚଳବାସୀ। ବାଧ୍ୟ ଜଣେ ପୋଲିସ ନିଜର ପରିଚୟ ଦେଇ ବନ୍ଧୁକ ବାହାର କରିବାରୁ ଲୋକେ ଶାନ୍ତ ହୋଇ ତୁମୁଡ଼ିବନ୍ଧ ପୋଲିସକୁ ଖବର ଦେଇଥିଲେ। ତୁମୁଡ଼ିବନ୍ଧ ପୋଲିସ ପହଞ୍ଚି ଲୋକଙ୍କୁ ବୁଝେଇବା ସହ ପୋଲିସମାନଙ୍କୁ ତୁମୁଡ଼ିବନ୍ଧ ଥାନାକୁ ନେଇଯାଇଥିଲେ। ଘଟଣାର ତଦନ୍ତ ଚାଲିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା