Masthead

ଓଡ଼ିଶାରୁ ବାଂଲାଦେଶକୁ ଲମ୍ବିଛି ଯୁବତୀ ଚାଲାଣ ଚେର

ଭୋଗରାଇ (ବଡ଼ ଖବର ବ୍ୟୁରୋ): ଓଡ଼ିଶାରୁ ବାଂଲାଦେଶ ଲମ୍ବିଛି ଯୁବତୀ ଚାଲାଣ ଚେର । ଓଡ଼ିଆ ନାବାଳିକା ଝିଅକୁ ବାଂଲାଦେଶକୁ ବିକ୍ରୀ । ବାଟରେ ଧରପଡ଼ିଗଲା ଦଲାଲ । ଦଲାଲ ଜଣକ ଭୋଗରାଇ ତାଳସାରି ଅଞ୍ଚଳରୁ ଜଣେ ନାବାଳିକା ଝିଅ ନେଇ ବାଂଲାଦେଶରେ ବିକ୍ରୀ ପାଇଁ ଯାଉଥିବା ବେଳେ ସିଆଲଦା ଷ୍ଟେସନ ଆରପିଏଫ୍ ଆର ହାତରେ ଧରାପଡିଛନ୍ତି ଦଲାଲ ଓ ନାବାଳିକା ଝିଅ ।

ଅଟକ ରଖି ଅଧିକ ତଦନ୍ତ କରୁଛି ରେଳବାଇ ପୋଲିସ୍ । ନାବାଳିକା ଝିଅକୁ ଉଦ୍ଧାର ପାଇଁ ସିଆଲଦାରେ ଯାଇଛନ୍ତି ନାବାଳିକାଙ୍କ ସମ୍ପର୍କୀୟ ଓ ସ୍ଥାନୀୟ ବିଜେପି ନେତା । ଦଲାଲ ଜଣଙ୍କ ପୂର୍ବରୁ ଏମିତି କେତେ ଯୁବତୀଙ୍କୁ ଦେଶ ବାହାରେ ବିକ୍ରୀ କରି ଟଙ୍କା ରୋଜଗାର କରିଛନ୍ତି ରେଳବାଇ ପୋଲିସ୍ କରୁଛି ଖୋଳତାଡ଼ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅସ୍ୱାଭାବିକ ଭାବେ ବଢ଼ିଛି ପୁରୀର ଦିନ ତାପମାତ୍ରା 🔴 ଆଜି ଓଡ଼ିଶା ଆସୁଛନ୍ତି ରାଜନାଥ ସିଂ 🔴 ଓଡ଼ିଶା ଗସ୍ତରେ ଆସୁଛନ୍ତି  ୨ କେନ୍ଦ୍ରମନ୍ତ୍ରୀ 🔴 ଆଜି CEC ମାମଲାର ସୁପ୍ରିମକୋର୍ଟରେ ଶୁଣାଣି 🔴 ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର 🔴 ପାର୍ବଣ ପୂର୍ବରୁ ବ୍ରହ୍ମପୁର ନିମଖଣ୍ଡିରେ ଚାଞ୍ଚଲ୍ୟ 🔴 ତେଲ ଟ୍ୟାଙ୍କରରେ ଗୋରୁ ଚାଲାଣ, ମାଡ଼ି ବସିଲା ପୋଲିସ 🔴 ଆସୁଛି ଲଘୁଚାପ, ବଦଳିପାରେ ପାଗ 🔴 ଏସୀୟ କ୍ରୀଡ଼ା; ସ୍ୱର୍ଣ୍ଣ ପଦକ ପାଇଁ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ 🔴 ୪ରୁ ରାଜ୍ୟରେ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର 🔴 ଅସ୍ୱାଭାବିକ ଭାବେ ବଢ଼ିଛି ପୁରୀର ଦିନ ତାପମାତ୍ରା 🔴 ଆଜି ଓଡ଼ିଶା ଆସୁଛନ୍ତି ରାଜନାଥ ସିଂ 🔴 ଓଡ଼ିଶା ଗସ୍ତରେ ଆସୁଛନ୍ତି  ୨ କେନ୍ଦ୍ରମନ୍ତ୍ରୀ 🔴 ଆଜି CEC ମାମଲାର ସୁପ୍ରିମକୋର୍ଟରେ ଶୁଣାଣି 🔴 ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର 🔴 ପାର୍ବଣ ପୂର୍ବରୁ ବ୍ରହ୍ମପୁର ନିମଖଣ୍ଡିରେ ଚାଞ୍ଚଲ୍ୟ 🔴 ତେଲ ଟ୍ୟାଙ୍କରରେ ଗୋରୁ ଚାଲାଣ, ମାଡ଼ି ବସିଲା ପୋଲିସ 🔴 ଆସୁଛି ଲଘୁଚାପ, ବଦଳିପାରେ ପାଗ 🔴 ଏସୀୟ କ୍ରୀଡ଼ା; ସ୍ୱର୍ଣ୍ଣ ପଦକ ପାଇଁ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ 🔴 ୪ରୁ ରାଜ୍ୟରେ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର