Masthead

ଖୋଲିଲା ସାତକୋଶିଆ ବାଲୁକା ପର୍ଯ୍ୟଟନ କେନ୍ଦ୍ର

ଗଣିଆ (ବଡ଼ ଖବର ବ୍ୟୁରୋ): ଖୋଲିଲା ସାତକୋଶିଆ ବାଲୁକା ପର୍ଯ୍ୟଟନ କେନ୍ଦ୍ର । ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ସାଉଥ୍ ବଦମୂଳ ଠାରେ ଥିବା ପ୍ରାକୃତିକ ପର୍ଯ୍ୟଟନ କେନ୍ଦ୍ର ସାତକୋଶିଆ ବାଲୁକା ପର୍ଯ୍ୟଟନ କେନ୍ଦ୍ର ରବିବାର ଖୋଲିଛି। ପ୍ରଥମ ଦିନରେ ରାଜ୍ୟର ବିଭିନ୍ନ ସ୍ଥାନରୁ ୨୦ ଜଣ ପର୍ଯ୍ୟଟନ ଆସି ପହଞ୍ଚିଛନ୍ତି। ମହାନଦୀର ବାଲୁକା ଶଯ୍ୟାରେ ୧୨ଟି ତମ୍ବୁ କଟେଜ ରହିଥିବା ବେଳେ ମାଙ୍ଗଣସି ପାହାଡ଼ ପାଦଦେଶରେ ୩ଟି ଶୀତତାପ ନିୟନ୍ତ୍ରିତ ତମ୍ବୁ କଟେଜ ଓ ୪ ଟି ବିଳାସପୂର୍ଣ୍ଣ କଟେଜ ରହିଛି।

ପ୍ରାକୃତିକ ପରିବେଶ ଓ ଜୈବ ବିବିଧତାର ଗନ୍ତାଘର ପାଲଟି ଥିବା ସାତକୋଶିଆ ଗଣ୍ଡର ମଜ୍ଜା ପ୍ରତିବର୍ଷ ପର୍ଯ୍ୟଟକମାନେ ଉଠାଇଥାନ୍ତି। ତେବେ କରୋନା କଟକଣାକୁ କଡାକଡି ଭାବେ ପାଳନ କରାଯିବା ସହ ସମସ୍ତ ବ୍ୟବସ୍ଥା କରାଯାଇଛି ବୋଲି ପରିଚାଳନା କମିଟି ସଦସ୍ୟମାନେ କହିଛନ୍ତି। ଗତ ବର୍ଷ ଓଡ଼ିଶାର ଅନ୍ୟ ପର୍ଯ୍ୟଟନସ୍ଥଳୀ ଅପେକ୍ଷା ଏହି ପର୍ଯ୍ୟଟନସ୍ଥଳୀ ଅଧିକ ରାଜସ୍ୱ ଆଦାୟ କରି ପୁରସ୍କୃତ ହୋଇଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା