Masthead

ଛଟପୂଜାକୁ ନା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିହାରୀ ସଂପ୍ରଦାୟର ବିବାହିତ ମହିଳାମାନେ ସାଧାରଣତଃ ପାଳନ କରିଥାନ୍ତି ଛଟପର୍ବ । ବିଭିନ୍ନ ନଦୀର ବାଲୁକା ଶର୍ଯ୍ୟାରେ ଉଦିତ ସୂର୍ଯ୍ୟଙ୍କୁ ଭକ୍ତି ଓ ନିଷ୍ଠାର ସହ ସେମାନେ କରିଥାନ୍ତି ପୂଜାର୍ଚ୍ଚନା । ସ୍ୱାମୀ ଓ ପରିବାର ମଙ୍ଗଳକାମନା କରି ଏହି ପୂଜା ସେମାନେ କରିଥାନ୍ତି ।
ଚଳିତ ବର୍ଷ ନଭେମ୍ବର ୨୦ ଓ ୨୧ ତାରିଖରେ ପାଳିତ ହେବ ଛଟପର୍ବ । କିନ୍ତୁ ଏହି ପର୍ବ ଉପରେ ଲାଗିଛି ସରକାରୀ ଅଙ୍କୁଶ । ଅନ୍ୟ ପର୍ବ ପର୍ବାଣୀ ପରି ଛଟପର୍ବ ହେବ ନାହିଁ । କରୋନା ନିୟମ ଉଲ୍ଲଘଂନ ହେବା ଆଶଙ୍କାରେ ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଇଛନ୍ତି । ମହିଳାମାନେ ନଦୀଘାଟରେ ପର୍ବ ପାଳନ ନ କରି ଘରେ ଛଟପୂଜା କରିବାକୁୂ ସ୍ୱତନ୍ତ୍ର ରିଲିଫ କମିସନର ନିର୍ଦ୍ଦେଶ ଦେଇଛନ୍ତି । ନିୟମ ଉଲ୍ଲଘଂନ କଲେ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସଆରସି ତାଙ୍କ ନିର୍ଦ୍ଦେଶରେ ସ୍ପଷ୍ଟ କରିଛନ୍ତି । ଏହା ସହ ଛଟପୂଜା ସମୟରେ ନଦୀରେ ସମୂହ ସ୍ନାନକୁ ମଧ୍ୟ ବାରଣ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ