Masthead

ଅଙ୍ଗନଦୀରେ ବିରଳ ପ୍ରଜାତିର ମାଛ

ଅତାବିରା(ବଡ଼ ଖବର ବ୍ୟୁରୋ): ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ ଭେଲୁଆପଦରରୁ ରାଇସଲପଦର ଅଙ୍ଗନଦୀରେ ଗତ କାଲିଠାରୁ ଏକ ବିରଳ ପ୍ରଜାତିର ମାଛକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଭୟଭୀତ ପରିସ୍ଥିତି ସୃଷ୍ଟି ହୋଇଛି । ନଦୀକୁ ଗାଧୋଇବା ପାଇଁ ଓ ମାଛ ଧରିବା ପାଇଁ ଯାଉଥିବା ଲୋକମାନେ ଏହି ବିରଳ ପ୍ରଜାତିର ମାଛ ଯାହାକୁ ଶିଲ ମାଛ କୁହାଯାଏ ବା ସିଲ ମାଛ କୁହାଯାଏ । ଏହି ପ୍ରଜାତିର ମାଛ ପ୍ରାୟତଃ ସମୁଦ୍ର ଉପକୂଳ ବର୍ତ୍ତି ଅଞ୍ଚଳରେ ରୁହନ୍ତି । ତାହା ସମୁଦ୍ରରୁ ମହାନଦୀ ଦେଇ ଏହି ଅଙ୍ଗ ନଦୀକୁ ଆସିଥିବା ଆଲୋଚନା ହୋଇଛି ତେବେ ଏହି ସିଲ ମାଛକୁ ଦେଖି ଭୟଭୀତ ହେଉଛନ୍ତି ଲୋକେ । ଏପରି ବହୁ ମାଛ ଆସୁଥିବା କୁହାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ