Masthead

ପୁଣି ଚର୍ଚ୍ଚାରେ ନେହା କକ୍କର

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ବଲିଉଡର ଟ୍ରେଣ୍ଡିଂ ସିଙ୍ଗର ନେହା କକ୍କର ସବୁବେଳେ କିଛି ନା କିଛି ରିଜିନ ପାଇଁ ଚର୍ଚ୍ଚାରେ ରହିଥାନ୍ତି । ତାଙ୍କ ଗୀତ ହେଉ କି ପର୍ସନାଲ କଥା ସବୁକିଛି ଜାଣିବାକୁ କାଫି ଏକ୍ସାଟେଡ୍ ଥାଆନ୍ତି ଅଡିୟନ୍ସ । ତେବେ କିଛି ଦିନ ହେବ ନେହାଙ୍କ ଗୀତ ଅପେକ୍ଷା ତାଙ୍କ ପ୍ରେଗନେନ୍ସି ଖବର ଅଧିକ ଚର୍ଚ୍ଚା ହେଉଛି ସୋସିଆଲ ମିଡିଆରେ । ଶୁଣିବାକୁ ମିଳୁଛି ଯେ ନେହା କାଳେ ଖୁବଶୀଘ୍ର ମା ହେବାକୁ ଯାଉଛନ୍ତି । ନେହାଙ୍କ ଆଉଟିଙ୍ଗର ଅନେକ ଫଟୋ ଦେଖି ଫ୍ୟାନ୍ସ ମାନେ ଏହି ଗୁଜବକୁ ପ୍ରଚାର କରିବାରେ ଲାଗିଛନ୍ତି । କିନ୍ତୁ ପ୍ରକୃତରେ ନେହା ପ୍ରେଗନେଣ୍ଟ ଅଛନ୍ତି କି ନାହିଁ ତାହା କିନ୍ତୁ ଏବେ ଯାଏଁ ସ୍ପଷ୍ଟ ହୋଇ ନାହିଁ ।

ରିସେଣ୍ଟଲି ନେହା ଅନେକ ସମୟରେ କିଛି ଢିଲା କଷ୍ଟ୍ୟୁମ୍ ପିନ୍ଧୁଥିବାରୁ ଫ୍ୟାନ୍ସମାନେ ହୁଏତ ତାଙ୍କ ପ୍ରେଗନେନ୍ସିକୁ ନେଇ ଚର୍ଚ୍ଚା କରୁଥିଲେ । ଏହା ବ୍ୟତିତ ନିକଟରେ ନେହା ରିୟଲିଟି ସୋ ଇଣ୍ଡିଆନ ଆଇଡଲରୁ ବି ବ୍ରେକ୍ ନେଇଥିଲେ । ସୋ ରୁ ଯିବା ପରେ ଶୁଣା ଯାଉଥିଲା କି ନେହା ଏବେ ତାଙ୍କ ଫ୍ୟାମିଲି ପ୍ଲାନ ପାଇଁ ସୋ ରୁ ବିଦାୟ ନେଇଛନ୍ତି । କିନ୍ତୁ ନେହା କକ୍କର ଏ ନେଇ କୌଣସି କାରଣ ସ୍ପଷ୍ଟ କରି ନଥିଲେ । ତେବେ ଅନେକ ଗୁଜବ ପରେ ବର୍ତ୍ତମାନ ନେହାଙ୍କ ପ୍ରେଗନେନ୍ସି ଖବର ମିଛି ବୋଲି ଜଣାପଡିଛି । ନିକଟରେ ରାକ୍ଷୀ ସେଲିବ୍ରେସନ ହେଉ କି ନିଜ ସଙ୍ଗର ପ୍ରମୋସନ ପାର୍ଟି ହେଉ ସବୁଆଡେ ନେହା ଖୁବ୍ ଫିଟ ଆଣ୍ଡ ଫାଇନ୍ ନଜର ଆସିଛନ୍ତି । ଯେଉଁଥିରୁ ଜଣାପଡୁଛି ଯେ ନେହାଙ୍କ ପ୍ରେଗନେନ୍ସି ଖବର ମିଛ ଅଟେ ।

ତେବେ ସୋସିଆଲ ମିଡିଆରେ ଅନେକ ସମୟରେ ଚର୍ଚ୍ଚା ହେଉଛି ଯେ ନେହା ପୁର୍ବରୁ ତାଙ୍କ ସଙ୍ଗ ‘ଖୟାଲ ରଖିୟା କର’ର ପବ୍ଲିସିଟି କରିବା ଭଳି ଏବେ ମଧ୍ୟ ନିଜ ପବ୍ଲିସିଟି ପାଇଁ ଏପରି ଦୃଷ୍ଟି ଆକର୍ଷଣ କରୁଥିଲେ । କିନ୍ତୁ ଏବେ ନିଜର ଫିଟ ଆଣ୍ଡ ଫାଇନ ଫିଗରକୁ ପୁଣି ଥରେ ଦର୍ଶକଙ୍କ ସାମ୍ନାକୁ ଆଣିଛନ୍ତି । ତେବେ ରିସେଣ୍ଟଲି ନେହା ତାଙ୍କ ନିୟୁ ରିଲିଜ ସଙ୍ଗର ପ୍ରମୋନରେ ବ୍ୟସ୍ତ ରହିଛନ୍ତି । ନିକଟରେ ରିଲିଜ ହୋଇଛି ନେହାଙ୍କ ନୂଆ ଗୀତ କାଣ୍ଟା ଲଗା । ଯେଉଁଥିରେ ନେହାଙ୍କ ସହ ହନି ସିଂ ଏବଂ ଟୋନି କକ୍କର ମଧ୍ୟ ନଜର ଆସିଛନ୍ତି । ଗୀତଟି ରିଲିଜ ହେବା ପରେ ଦର୍ଶକଙ୍କୁ କାଫି ପସନ୍ଦ ଆସିବା ସହିତ ସୋସିଆଲ ମିଡିଆରେ ବି ଏବେ ଟ୍ରେଣ୍ଡିଂ ପାଲଟି

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ