Masthead

ଦୁଃଖ ଏମିତି ବି ଆସେ..

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଦୁଃଖ ଏମିତି ବି ଆମେ । ଏତେ ନିଷ୍ଠୁର ହୋଅଆସେ । ବିଶିଷ୍ଟ ଶିଳ୍ପୀ, ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ପରିବାରରେ ଏମିତି ଦାରୁଣ ଦୁଃଖ ଆସିଛି, ଯିଏ ଶୁଣୁଛି ସେ ହତବାକ ହୋଇଯାଉଛି । ୧୨ ଦିନ ତଳେ କରୋନାରେ ରଘୁନାଥଙ୍କ ବିୟୋଗ ହୋଇଥିଲା । ସାରା ରାଜ୍ୟ ପାଇଁ ତାହା ଥିଲା ଅପୂରଣୀୟ କ୍ଷତି । ଦୁଃଖର କଥା, ବାପାଙ୍କ ଏକାଦଶାହରେ ପୁଅ ପ୍ରଶାନ୍ତ ମହାପାତ୍ରଙ୍କ ପରଲୋକ ହେଲା । ଏ ଦୁଃଖ ସମ୍ଭାଳିବା ପରିବାର ପକ୍ଷେ ଅତ୍ୟନ୍ତ କଷ୍ଟଦାୟକ ଥିଲା । ଏହି କଷ୍ଟ ସବୁ ସୀମା ଲଙ୍ଘିଯାଇଛି । ସାନ ଭାଇର ମୃତ୍ୟୁର ୨୪ ଘଣ୍ଟା ନ ପୂରୁଣୁ ବଡ଼ ଭାଇ ଯଶୋବନ୍ତ ଆଖି ବୁଜିଦେଇଛନ୍ତି । ହତବାକ ହୋଇଯାଇଛି ସମଗ୍ର ରାଜ୍ୟ । ଭଗବାନ କାହିଁକି ଏତେ ନିଷ୍ଠୁର ସାଜିଲେ, କାହିଁକି ପୂରା ପରିବାରକୁ ଉଜାଡି ଦେଲେ । ଈଶ୍ୱରଙ୍କ ଏ ନିଷ୍ଠୁରତା ଅସହ୍ୟ । କେହି କିଛି ବି ବୁଝିପାରୁନାହାନ୍ତି । ଗୋଟିଏ ପରିବାରର ୩ ପୁରୁଷଙ୍କୁ ୧୨ ଦିନରେ ମୃତ୍ୟୁ ଶଯ୍ୟାରେ ଶଆଇ ଦେଇଛି ମହାମାରୀ । ଜଗତର ନାଥ ତାଙ୍କ ପରିବାରକୁ ଏ ଦୁର୍ଦ୍ଦଶା ସହିବାର ଶକ୍ତି ଦିଅନ୍ତୁ, ଏହା ସମସ୍ତଙ୍କ ପ୍ରାର୍ଥନା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି