Masthead

ଦିନରେ ମଦ ବିରୋଧୀ ଆନ୍ଦୋଳନ, ରାତିରେ ଚାନ୍ଦା ଆଦାୟ

କଳାହାଣ୍ଡି(ବଡ଼ ଖବର ବ୍ୟୁରୋ): ସରପଞ୍ଚ ବାବୁଙ୍କ ବିଚିତ୍ର କାର୍ୟ୍ୟ । ରାତିରେ ମଦ ଦୋକାନରୁ ବଟି ଆଦାୟ ପାଇଁ ଗୁଣ୍ଡାଗର୍ଦି । ସକାଳେ ମଦ ବିରୋଧୀ ଆନ୍ଦୋଳନ । ରାତିରେ ମଦ ଦୋକାନୀଙ୍କଠାରୁ ଚାନ୍ଦା ଆଦାୟ । ଏଭଳି ସଂଗୀନ ଅଭିଯୋଗକୁ କଏଦ କରିଛି ସିସିଟିଭି । ଏ ହେଉଛି କଳାହାଣ୍ଡି ଜିଲ୍ଲା ଛତିକୁଡାସ୍ଥିତ ଠିପି ବନ୍ଦ ବିଦେଶୀ ମଦ ଦୋକାନର ସିସିଟିଭି ଫୁଟେଜ । ସିସିଟିଭିରେ କଏଦ ବ୍ୟକ୍ତି ହେଲେ ଶାନ୍ତପୁର ସରପଞ୍ଚ ଟିକେରାମ ସାହୁ । ତାଙ୍କ ୫/୬ ଜଣ ସମର୍ଥକ ସହ ରାତିରେ ବଟି ଆଦାୟ ପାଇଁ ଦୋକାନରେ ଚଳାଇଛନ୍ତି ଗୁଣ୍ଡାଗର୍ଦ୍ଦି ।

ଦୋକାନରୁ ୧ ଲକ୍ଷ ୭୫ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ କରିଛନ୍ତି ଦୋକାନ ମାଲିକ । ହେଲେ ସକାଳେ ଖୋଦ ସରପଞ୍ଚ ନର୍ଲା ଥାନା ସମ୍ମୁଖରେ ମଦ ବିରୋଧୀ ଅଭିଯାନର ନେତୃତ୍ୱ ନେଇଛନ୍ତି । ସେହି ବିଦେଶୀ ମଦ ଦୋକାନ ବନ୍ଦ ପାଇଁ ଚଳାଇଛନ୍ତି ଆନ୍ଦୋଳନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା