Masthead

ଆର୍ୟନଙ୍କ ବେଲ୍ ଶୁଣାଣୀ ୧୧ଟାରେ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): କ୍ରୁଜରେ ରେଭ ପାର୍ଟିରୁ ଡ୍ରଗ୍ସ ଜବତ ମାମଲା । ଗିରଫ ଜୁନିଅର କିଙ୍ଗ ଖାନଙ୍କର ବେଲ ଆବେଦନର ଶୁଣାଣୀ ଦିନ ୧୧ ଟାରେ । ଜାମିନ ଆବେଦନ ଉପରେ ରାୟ ପ୍ରକାଶ କରିବେ ମୁମ୍ବାଇ ମେଟ୍ରୋପଲିଟାନ୍ କୋର୍ଟ । ଗତକାଲି ଏନସିବି ହେଡ୍ କ୍ୱାର୍ଟର୍ସରେ ରାତି କାଟିଥିଲେ ଆର୍ୟନ୍ ଖାନ୍ ଓ ଅନ୍ୟ ୭ ଅଭିଯୁକ୍ତ । ଗତକାଲି ସେମାନଙ୍କର ରିମାଣ୍ଡ ଅବଧି ଶେଷ ହୋଇଥିଲା । ଏହାପରେ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରିଥିଲା ଏନସିବି ।

୧୧ ଯାଏ ରିମାଣ୍ଡରେ ନେବାକୁ ଅପିଲ ହୋଇଥିଲେ ବି କୋର୍ଟ ଅନୁମତି ଦେଇ ନଥିଲେ । ଫଳରେ ସେମାନଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା । ଏପର୍ଯ୍ୟନ୍ତ ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ କେସରେ ଏଯାଏ ୧୭ ଜଣଙ୍କୁ ଗିରଫ କରାଯାଇଛି । ଏମାନଙ୍କ ଭିତରେ ଜଣେ ବିଦେଶୀ ନାଗରିକ ବି ଅଛନ୍ତି । ସେହିପରି ରାଉରକେଲାର ଦୁଇ ଜଣ ଓଡ଼ିଆ ମନୀଷ ରାଜଗରିଆ ଓ ଅଭିନ୍ ଦିନନାଥ ସାହୁଙ୍କୁ ବି ଗିରଫ କରି ହେପାଜତରେ ନେଇଛି ଏନସିବି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ