Before Header

ପାରାଦୀପ ଆଇଓସିଏଲ ଗେଟ ନିକଟରୁ ମିଳିଲା ଆଟାଚି

0 116

ପାରାଦୀପ (ବଡ଼ ଖବର ବ୍ୟୁରୋ) : ପାରାଦୀପ ଆଇଓସିଏଲ ଗେଟ ନିକଟରୁ ମିଳିଲା ଆଟାଚି । ଆଟାଚିରେ ବମ୍ ଥିବା ସନେ୍ଦହ କରାଯାଉଥିବା ବେଳେ, ଆଇଓସିଏଲ ଗେଟ ଆଖପାଖ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଘଟଣାସ୍ଥଳରେ ଡଗ୍ ସ୍କ୍ୱାର୍ଡ ପହଞ୍ଚି ତଦନ୍ତ ମଧ୍ୟ କରୁଛି ।

Leave A Reply

Your email address will not be published.