Before Header

ସାମ୍ବାଦିକଙ୍କୁ ଆକ୍ରମଣ, ଅଭିଯୁକ୍ତ ଥାନାରେ ଅଟକ

0 672

ବିଂଝାରପୁର (ବଡ଼ ଖବର ବ୍ୟୁରୋ):ସାମ୍ବାଦିକଙ୍କୁ ମରଣାତ୍ମକ ଆକ୍ରମଣ । ଏଭଳି ଘଟଣା ଦେଖିବାକୁ ମିଳିଛି ବିଂଝାରପୁର ଅଂଚଳରେ । ଏନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ ଆକ୍ରମଣର ଶିକାର ହୋଇଥିବା ସାମ୍ବାଦିକ ଶଙ୍କରସଣ ସାମଲ । ଥାନାରେ ଲିଖିତ ଅଭିଯୋଗ ପରେ ଆକ୍ରମଣକାରୀକୁ ଅଟକ ରଖିଛି ବିଂଝାରପୁର ପୋଲିସ । ଶଙ୍କରସଣଙ୍କୁ ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ ଆକ୍ରମଣ ହୋଇଛି । ଯାହା ଫଳରେ ଶଙ୍କରସଣଙ୍କ ହାତରେ ଗଭୀର ଆଘାତ ଲାଗିଛି ।

 

 

Leave A Reply

Your email address will not be published.