Before Header

ସୋନପୁରରେ ଶୁଭାରମ୍ଭ ହେଲା ‘ବଡ଼ ଖବର’ ଦିବସ

0 162

ସୋନପୁର (ବଡ଼ ଖବର ବ୍ୟୁରୋ): ସୋନପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ସିଣ୍ଡୋଲ ବସଷ୍ଟାଣ୍ଡ ଠାରେ ଶୁଭାରମ୍ଭ ହେଲା ‘ବଡ଼ ଖବର’ ଦିବସ । ଏକ ନିରପେକ୍ଷ ନ୍ୟୁଜ ଚ୍ୟାନେଲ ଭାବେ ‘ବଡ଼ଖବର’ ଲୋକଙ୍କ ପାଇଁ କାମ କରୁଥିବାରୁ ସ୍ଥାନୀୟ ବାସିନ୍ଦା ସହଯୋଗର ହାତ ବଢାଇଛନ୍ତି ।

Leave A Reply

Your email address will not be published.