Before Header

ବହୁପଦର ସେବାଶ୍ରମରେ ମଧ୍ୟାହ୍ନ ଭୋଜନ ଖାଇ ୧୧ ଛାତ୍ରୀ ଅସୁସ୍ଥ

0 872

ଗୁଣପୁର (ବଡ଼ ଖବର ବ୍ୟୁରୋ): ମଧ୍ୟାହ୍ନ ଭୋଜନ ଖାଇ ୧୧ ଛାତ୍ରୀ ଅସୁସ୍ଥ । ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକ ବହୁପଦର ସେବାଶ୍ରମ ବିଦ୍ୟାଳୟର ୧୧ ଛାତ୍ରୀ ଅସୁସ୍ଥ । ମଧ୍ୟାହ୍ନ ଭୋଜନ କରିବା ପରେ ଝାଡା,ବାନ୍ତି ଏବଂ ଜ୍ଵର ହୋଇଥିଲା । ସେବାଶ୍ରମରେ ପ୍ରାଥମିକ ଚିକିତ୍ସା ପରେ ସମସ୍ତ ୧୧ ଛାତ୍ରୀଙ୍କୁ ପଦ୍ମପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣା ଯାଇଥିଲା । ତେବେ ଚିକିତ୍ସା ପରେ ସମସ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଡାକ୍ତର ସୂଚନା ଦେଇଛନ୍ତି ।

Leave A Reply

Your email address will not be published.